Category: ରାଜ୍ୟ ଖବର

୮୦ କେଜି ସୁନା ସହ ରୂପା ବୋଝେଇ କଣ୍ଟେନର ଜବତ

ବ୍ୟୁରୋ: ଭୁବନେଶ୍ୱର ରୁ ଜବତ ହେଲା ଆଖ୍ ଖୋସିଦେଲା ଭଳି ସୁନା । ବ୍ୟାଙ୍କରେ ଟଙ୍କା ଲୋଡ଼ ହେଉଥ‌ିବା ଗାଡ଼ିରେ ଚୋରା ସୁନା ଚାଲାଣ ହେଉଥିବା ବେଳେ ଚଢ଼ାଉ କଲା ସିଟି ଜିଏସଟି ବିଭାଗ। ଆଉ ଜବତ କଲା ଦୁଇଟି ଚୋରା…

ଜଟଣୀରେ ମମତାଙ୍କ କୁଶପୁତ୍ତଳିକା ଦାହ

ବ୍ୟୁରୋ: କଲିକତାରେ ଘଟିଥିବା ଡାକ୍ତର ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରି ପ୍ରତିବାଦ କରିଛି ଜଟଣୀ ବିଜେପି । ଜଟଣୀ ବିଜେପି ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ ଓ ଜଟଣୀ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି…

ଜୈବିକ ପଦ୍ଧତିରେ ପୋକ ପରିଚାଳନା ନେଇ ପ୍ରଶିକ୍ଷଣ ଶିବିର

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଝିଣ୍ଟିଶାସନ ଗ୍ରାମରେ ସେଆ କୃଷି ମହାବିଦ୍ୟାଳୟ ଚତୁର୍ଥ ବର୍ଷ ଛାତ୍ରଙ୍କ ଦ୍ୱାରା ଏକ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ପ୍ରଣୟ ରାୟ ଓ ଡକ୍ଟର ମୁକେଶ କୁମାର ପାତ୍ରଙ୍କ ପୌରହିତ୍ୟରେ ଏହି…

ଜଟଣୀରେ ଗୋ ପୂଜନ ଉତ୍ସବ

ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଗୋ ସେବା ଶିବିର ତରଫରୁ ଗୋ ପୂଜନ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା ମାନେ ସକାଳେ ଶିବିରରେ ରହିଥିବା ସମସ୍ତ ଗାଇ ମାନଙ୍କୁ ଗାଧେଇ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା…

ସୁରକ୍ଷା ପାଇଁ ଭାଇ ହାତରେ ରାଖୀ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମୋ ପରିବାର” ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଦସ୍ୟା ଭଉଣୀ ରାଣୀ ମହାରଣା, ସୁଜେନ, ଗୁଗୁଲି, ଡୁଡୁଲୀ, ମାମାଲି, କୁନି, ଦିଶା, ଇଷା ଅନୁଷ୍ଠାନର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କୁ ପ୍ରଥମେ ରାଖୀ…

ସମ୍ଭାବନା ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ

ବ୍ୟୁରୋ: ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ କୁଦିଆରି ମହତାବ ନଗର ସ୍ଥିତ ଶିଶୁ ଶିକ୍ଷାସଦନ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ…

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନଙ୍କ ପାଇଁ ଆସିଲା ଖୁସୀ ଖବର। ଏଥର ଶ୍ରୀମନ୍ଦିରରେ ଭକ୍ତ ମାନଙ୍କୁ ମିଳିବ ମାଗଣା ମହାପ୍ରସାଦ । ପ୍ରତିଦିନ ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ମାଗଣା ଅବଢ଼ା।…

ସାଧନା ଆର୍ଟ ଆଣ୍ଡ କଲଚରରେ 78ତମ ସାଧିନତା ଦିବସ ପାଳିତ

ବ୍ୟୁରୋ: ଓଡ଼ିଶାର ପ୍ରତିଷ୍ଠିତ କଳା, ସଂସ୍କୃତି ଭିତ୍ତିକ ସାଂସ୍କୃତିକ ଅନୁଷ୍ଠାନ “ସାଧନା ଆର୍ଟ ଆଣ୍ଡ କଲଚର ” ପୋଖରୀପୁଟ ଭୁବନେଶ୍ୱର ଶିକ୍ଷାନୁଷ୍ଠାନରେ 78ତମ ସାଧିନତା ଦିବସ ପାଳିତ ହୋଇଯାଇଅଛି। ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା ତଥା…

ଶ୍ରୀ ରାଧାମାଧବ ଦେବଙ୍କ ଝୁଲଣ ଯାତ୍ରା

ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ଯାଁଳା ଗ୍ରାମର ଶ୍ରୀ ଶ୍ରୀ ରାଧାମାଧବ ଦେବଙ୍କ ଝୁଲଣ ଯାତ୍ରା ମହାସମାରୋହରେ ପାଳିତ ହେଉଅଛି । ଏହି ଝୁଲଣ ଯାତ୍ରା ଶ୍ରାବଣ ମାଷ ଶୁକ୍ଲ ପକ୍ଷ ଅଷ୍ଟମୀ ଠାରୁ ଆରମ୍ଭ ହୋଇ ରକ୍ଷାବନ୍ଧନ ବା ବଳଭଦ୍ର ଜନ୍ମ…

ପଥର ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

ବ୍ୟୁରୋ: ଦିନକୁ ଦିନ ରାଜସୁନାଖଳା ଅଞ୍ଚଳରେ ଚୋରା ମାଙ୍କଡା ପଥର ଚାଲାଣ ବଢ଼ିବାରେ ଲାଗିଥିବା ବେଳେ, ରାଜସୁନାଖଳା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଣ୍ଡୁରିଆ ଠାରେ ମାଙ୍କଡା ବୋଝେଇ ଟ୍ରାକ୍ଟରକୁ ଧରିଥିଲା। ପୋଲିସ ଗାଡିକୁ ଦେଖି ଗାଡି ଡ୍ରାଇଭର ଓ ହେଲ୍ପର…