Category: ରାଜ୍ୟ ଖବର

୪୦ ଫୁଟ ଗଭୀର କୂଅରୁ ଉଦ୍ଧାର ହେଲେ ବୃଦ୍ଧା

ଜଟଣୀ: ୪୦ଫୁଟ କୂଅରୁ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଜଟଣୀ ଥାନା ଅଧିନ କନ୍ତିଆ ଗ୍ରାମର ବିଶାଖା ବଡ଼ଜେନା, ବୟସ 72ବର୍ଷ। ଆଜି ସକାଳେ7.15. କୁଅରୁ ପାଣି କାଢୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଯିବାରୁ…

ଆମେ ଘେରି ଭାଙ୍ଗିବୁ, ଚିଲିକା ମା’କୁ ରକ୍ଷା କରିବୁ

ଖୋର୍ଦ୍ଧା: ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ 23ତମ ସହିଦ ଦିବସ ପାଳନ ହୋଇଯାଇଛି। ଚିଲିକା ପାଇଁ ବଳିଦାନ ଦେଇଥିବା ମତ୍ସ୍ୟଜୀବୀଙ୍କୁ ମନେ ପକେଇ ପ୍ରତିବର୍ଷ ଏହି ସହିଦ ଦିବସ ପାଳନ କରାଯାଏ। ସୋରଣ ଘୋଡାଦହଡ ପେଣ୍ଠ ନିକଟରେ ଚିଲିକା ମତ୍ସ୍ୟଜୀବୀ ମହାସଂଘର…

ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

ଜଟଣୀ: ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀ ଥାନା ଅଧୀନ ଛଣଘର ଗ୍ରାମର ଅରୁ ଭୋଇ। ସୂଚନା ମୁତାବକ…

କେଉଁ ଦଳରୁ ନିର୍ବାଚନ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ !

ଜଟଣୀ: 2024 ସାଧାରଣ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କ କସା। କିଏ କେଉଁ ନିର୍ବାଚନ ମଣ୍ଡଳୀରୁ ଲଢ଼ିବ, ଆଉ କେଉଁ ଦଳରୁ ଟିକେଟ ନେବ, ସେଥିପାଇଁ ସବୁଠି ଚାଲିଛି ଭିତିରିଆ ଲବି। ବିଧାୟକ ହେବାକୁ ଆଶା କରିଥିବା ନେତା…

ସରିଲା ୧୭ ବର୍ଷରୁ କମ ବାଳକ ଓ ବାଳିକା ବ୍ୟାଡମିଣ୍ଟନ ପ୍ରତିଯୋଗୀତା

ଜଟଣୀ: 26 ତାରିଖରୁ “ଆଶ୍ରୟ ଇଣ୍ଡୋର ଷ୍ଟାଡିୟମ” ପରିସରରେ ଆରମ୍ଭ ହୋଇଥିବା ଅଲ ଓଡିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶାର ବିଭିନ୍ନ ଜିଲ୍ଲାର 134 ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ। ପ୍ରତିଯୋଗିତାରେ…

କାର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୁତ୍ଯୁ ଦୁଇଜଣ ଗୁରୁତର

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତାରିଣୀ ମନ୍ଦିର ନିକଟରେ କାର ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି। ସୂଚନା ମୁତାବକ କାରଟି ନୟାଗଡ ରୁ ଖୋର୍ଦ୍ଧା ଅଭିମୁଖ ଦ୍ରୁତଗତିରେ…