Category: ରାଜ୍ୟ ଖବର

ଓଭର ବ୍ରିଜ ପାଇଁ,  ମିନି ମାରାଥନ

ଜଟଣୀ: ବହୁ ପ୍ରତିକ୍ଷିତ ଜଟଣୀ ଓଭର ବ୍ରିଜ ନିର୍ମାଣ ସରିବାକୁ ଯାଉଛି। ଉଦଘାଟନ ତାରିଖ ପ୍ରଶାସନ ଘୋଷଣା କରିନଥିଲେ ମଧ୍ୟ, ଖୁବଶୀଘ୍ର ଏହାର ଉଦଘାଟନ ହେବ ବୋଲି ଜଟଣୀବାସୀ ଆଶା ରଖିଛନ୍ତି। ଗୁରୁବାର ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟଙ୍କ…

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଜଟଣୀ: ଜଟଣୀ ଥାନା ଆଗରେ ଘଟିଛି ମର୍ମାନ୍ତୁକ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ରାତି ପ୍ରାୟ 10ଟା ସମୟରେ, ଜଟଣୀ ହରିଭାଇନା ଛକ ପଟୁ ଏକ ଟ୍ରକ ସିତାରାମ ଛକ ପଟକୁ ଯିବା ସମୟରେ,…

ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ଜଟଣୀ: ଜଣେ ଧଳା ଜହର ବେପାରୀକୁ ଗିରଫ କରି, କୌର୍ଟ ଚାଲାଣ କରିଛି ଜଟଣୀ ପୋଲିସ। ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସର ଏକ ଟିମ୍ ସେଞ୍ଚୁରିୟାନ ମା’ଖୁଣ୍ଡୁଆଳଙ୍କ ମନ୍ଦିର ନିକଟରେ ଚାଡାଉ କରି ଜଣେ ଧଳା…

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଜଟଣୀ: ଜଟଣୀ ଥାନା ଅଧୀନ ବେଣାପଞ୍ଜରୀ ଗ୍ରାମରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ବଜ୍ରାଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବେଣାପଞ୍ଜରୀ ଟାଙ୍ଗୀ ସାହିର ସେକ୍ ଜାହିର। ଅପରାହ୍ନ ସମୟରେ ପ୍ରବଳ ବର୍ଷା ସହିତ…

ଜଟଣୀ ଓଭର ବ୍ରିଜ ନିର୍ମାଣ ସରିବା ତାରିଖ ଘୋଷଣା କଲା ପ୍ରଶାସନ

ଜଟଣୀ: ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ। ଜଟଣୀର ଥିବା ବହୁ ଦିନର ସମସ୍ୟାର ହେବାକୁ ଯାଉଛି ସମାଧାନ। ଆଉ ଲୋକମାନେ ହେବେନି ହଇରାଣ, ସୁବିଧାରେ କରିବେ ଗମନାଗମନ। ବର୍ଷା ପାଣିରେ ବୁଡିବନି ଆଉ ମୋ ବସ୍, କି ରେଲୱେ ଅଣ୍ଡରଗ୍ରାଉଣ୍ଡ…

ମୃତ୍ୟୁ ଅପେକ୍ଷାରେ ଭାଇନା

ଜଟଣୀ: ଜଟଣୀ ହରିଭାଇନା ଛକରେ ଥିବା, ନୂଆ ବସ୍ ଷ୍ଟାଣ୍ଡ ଭିତରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ। ବସ୍ ଷ୍ଟାଣ୍ଡର ପୁରୁଷ ଶୌଚାଳୟ ଭିତରେ, ଜଣେ ଯୁବକ ମୃତ୍ୟ ସହ ଲଢେ଼ଇ କରୁଛନ୍ତି। ଯୁବକଙ୍କ ନା କେହି ଜାଣି ନଥିବା…

ମହିଳାଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ସଚେତନତା କାର୍ଯ୍ୟକ୍ରମ

ଜଟଣୀ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ, ତାଲୁକସ୍ତରୀୟ ଆଇନ ସେବା କମିଟି ଜଟଣୀ ପକ୍ଷରୁ, ତାଲୁକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ କୌର୍ଟର ବିଚାରପତି ହିତାଶ୍ରୀ ବେହେରା ଯୋଗଦେଇ…

ହସ ଉଲ୍ଲାସ ସହ ପାଳନ ହେଲା ଇଦ୍-ଉଲ୍ -ଜୁହା

ବ୍ୟୁରୋ: ମୁସଲମାନ ଭାଇ ଭଉଣୀମାନେ ଆଜି ପାଳିଛନ୍ତି ଇଦ୍-ଉଲ୍ -ଜୁହା। ଏହି ପର୍ଵ ରମଜାନ ମାସ ଶେଷ ହେବାର ୭୦ ଦିନ ପରେ ପାଳନ କରାଯାଇଥାଏ। ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଏହି ପର୍ବର ଶୁଭେଚ୍ଛା ଜଣାଇଥାନ୍ତି ।…

ଜୁନ ୨୯ ତାରିଖରେ ବନ୍ଦ ରହିବ, ସମସ୍ତ  ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ।

ପବିତ୍ର ଇଦ୍-ଉଲ୍-ଜୁହା ନିମନ୍ତେ ରାଜ୍ୟ ସରକାର ଜୁନ ୩୦ ତାରିଖ ପରିବର୍ତ୍ତେ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ୨୯ ତାରିଖ ଦିନ ସମସ୍ତ ସରକାରୀ ଅଫିସ , ବିଦ୍ୟାଳୟ ଓ ବ୍ୟାଙ୍କ ବନ୍ଦ ରହିବ ବୋଲି ଆଜି ସରକାର…

ଲୋକଙ୍କ ପାଇଁ ଚାକିରି ଛାଡ଼ିଲେ ମନ୍ମଥ

ବ୍ୟୁରୋ: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ, ରାଜନୀତି କରିବା ପାଇଁ, ଛାଡିଛନ୍ତି ଏୟାର ଇଣ୍ଡିଆ କ୍ୟାପଟେନ୍ ଚାକିରୀ। ୨୦୨୪ରେ ସାଧାରଣ ନିର୍ବାଚନରେ, ଜଟଣୀ ନିର୍ବାଚନୀ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ ମନ୍ମଥ। ପୂର୍ବରୁ ସେ ଜଟଣୀ…