Category: ରାଜ୍ୟ ଖବର

ଛାତି ଉପରେ ମାଡିବସିଲା ବିମ୍ , ଚାଲିଗଲା ଜୀବନ।

ଛାତି ଉପରେ ମାଡିବସିଲା ବିମ୍ , ଚାଲିଗଲା ଜୀବନ।ବ୍ୟୁରୋ: ପୁରୁଣା ପଥର କାନ୍ଥ ଭାଙ୍ଗୁଥିବା ବେଳେ, ମାଡି ବସିଲା ବିମ୍ ଆଉ ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଜଟଣୀ ପୋୖରପରିଷଦ ଅଧିନ ୯ନମ୍ବର ୱାର୍ଡ ଷଣ୍ଢପୁର…

ମହିଳାଙ୍କ ସୁରକ୍ଷା ଓ ଅଧିକାର ପାଇଁ ଏକାଠି ହେଲେ ସ୍ୱେଚ୍ଛାସେବୀ।

ବ୍ୟୁରୋ: ମହିଳା ମାନଙ୍କୁ ମିଳିବ କିପରି ସୁରକ୍ଷା । କିପରି ମହିଳାମାନେ ନିରାପଦରେ ଘରୁ ବାହାରି, ପାଠ ପଢିବା ପାଇଁ ସ୍କୁଲ କଲେଜ ଯାଇପାରିବେ। ଏହାସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କିପରି ମହିଳା ମାନଙ୍କୁ ମିଳିବ ସମ୍ମାନ ଓ ଅଧିକାରୀ।…

ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ୬୩ କିଲୋ ଗଂଜେଇ ଜବତ ।

ବ୍ୟୁରୋ: ଖୋର୍ଦ୍ଧାରୋଡ ଆର.ପି.ଏଫ୍ ଓ ଜି.ଆର.ପି. କର୍ମଚାରୀଙ୍କ ମିଳିତ ସହଯୋଗରେ, ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଜବତ ହେଲା ୬୩ କିଲୋ ଗଂଜେଇ । ଆଉ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।…

ଡଙ୍ଗା ଉପରେ ଚାଲିଗଲା ବାପ-ପୁଅଙ୍କ ଜୀବନ।

ବ୍ୟୁରୋ : ଚିଲିକା ଭିତରକୁ ଡଙ୍ଗା ନେଇ ଯାଇଥିଲେ ମାଛ ଧରିବାକୁ। ହେଲେ ଜାଣିନଥିଲେ ଏଇଟା ହେବ ତାଙ୍କର ଶେଷ ମାଛ ଧରା। ଚିଲିକାରେ ହଟାତ ହେଲା ବର୍ଷା ସହ ବିଜୁଳି , ଆଉ ବିଜୁଳି ମାଡରେ ଡଙ୍ଗା ଉପରେ ଟଳି…

ମା’ ଉଗ୍ରତାରାଙ୍କ ଆଖି, ଚିତା, କିରଟିକୁ ଲୁଟିନେଲେ ।

ବ୍ୟୁରୋ: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ, ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରର ମା’ ଉଗ୍ରତାରା ମନ୍ଦିରରୁ ହୋଇଛି ଲୁଟ୍। ଲୁଟେରା ମାନେ ଲୁଟି ନେଇଛନ୍ତି ମା’ ଉଗ୍ରତାରଙ୍କ ମୂଲ୍ୟବାନ ସୁନା ଗହଣା। ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଏକାଧିକ ଲୁଟେରା ମନ୍ଦିର ଭିତରେ…

ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ୟୁରୋ: ଜଟଣୀ ବାଛରାପାଟଣାର ଜଣେ କଲେଜ ଛାତ୍ରୀଙ୍କ ଆଜି ସନ୍ଧ୍ୟା ସମୟରେ ମୃତ୍ୟୁ ଘଟିଛି। ଛାତ୍ରୀ ଜଣଙ୍କ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ। ଛାତ୍ରୀ ଜଣଙ୍କ କୌଣସି କାରଣକୁ ଘରେ, ବେକରେ ଓଢଣୀ ଲଗାଇ ଓହଳି ପଡ଼ିଥିଲେ। ଛାତ୍ରୀଙ୍କ ପରିବାର…

ଆରମ୍ଭ ହେଲା ସନ୍ତୋଷ ଜେନାଙ୍କ ନିର୍ବାଚନ ପ୍ରଚାର।

ବ୍ୟୁରୋ: 2024 ସାଧାରଣ ନିର୍ବାଚନକୁ ରହିଲା ଆଉ କିଛି ମାସ ବାକି। ଏବେଠାରୁ ନେତାମାନେ ଆରମ୍ଭ କରିସାରିଲେଣି ନିର୍ବାଚନ ପ୍ରଚାର ସହ କର୍ମୀ ସମ୍ମିଳନୀ । ନେତାମାନେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗଢି, ହେଉଛନ୍ତି ଲୋକମାନଙ୍କ ନିକଟତର। ଗତ କିଛି ଦିନ…

ଭାଙ୍ଗିଲା ଅସ୍ଥାୟୀ ନଦୀ ରାସ୍ତା, ସାହା ଏବେ ଦେଶୀ ଡଙ୍ଗା।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ବେଣାପଞ୍ଜରୀ ପାଞ୍ଚୟତ ପାଣ୍ଡିଆବିଲି ଗ୍ରାମକୁ ଯିବାପାଇଁ, ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇଛି। ହୀରାକୁଦର ୫ଟି ଗେଟ ଖୋଲାଯିବା ପରେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦୟାନଦୀରେ ହୀରାକୁଦ ଜଳ ପ୍ରବେଶ…

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା।

ଜଟଣୀ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭୁବନେଶ୍ୱର ଆଇ.ଆଇ.ଟି.ର ସହ ପ୍ରାଧ୍ୟାପକ ଡ଼ଃ ସମ୍ବିତ ପଟ୍ଟନାୟକ ଅତିଥି ଭାବେ…

ପରିବେଶର ସୁରକ୍ଷା ପାଇଁ ଚାରା ବଣ୍ଟନ।

ଜଟଣୀ: ପରିବେଶର ସୁରକ୍ଷା ଓ ବାୟୁମଣ୍ଡଳର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ, ଆଜି ଜଟଣୀର ସାମାଜିକ ଅନୁଷ୍ଠାନ ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ଚାରା ବଣ୍ଟନ କରାଯାଇଛି। ଟ୍ରଷ୍ଟର ସଭାପତି ନବୀନ୍ କୁମାର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଆଜି ଜଟଣୀ ଜନସାଧାରଣଙ୍କୁ ପ୍ରଥମ ପର୍ଯ୍ୟାୟରେ…