Category: ରାଜ୍ୟ ଖବର

ମା’ଶାରଳାଙ୍କ ପୀଠରେ ଆରମ୍ଭ ହେଲା ମହା ପୂଜା

ବ୍ୟୁରୋ: ଆରମ୍ଭ ହୋଇଛି ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା। ମୂଳାଷ୍ଟମୀ ଠାରୁ ଏହି ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇ ବିଜୟା ଦଶମୀରେ ସମାପ୍ତ ହେବ। ଶାରଦୀୟ ପାର୍ବଣ ପୂଜା ସବୁଠାରେ ଅଲଗା ଅଲଗା ଵିଧିରେ…

ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବ୍ୟୁରୋ: ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜଟଣୀ ରୋଟାରୀ କ୍ଳବ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ନୀଳଶୈଳ ସଂଗଠନ ମିଳିତ ସହଯୋଗରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର…

ସାଧନା ଆର୍ଟ ଆଣ୍ଡ କଲଚର ତରଫରୁ ଭଜନ ସନ୍ଧ୍ୟା

ବ୍ୟୁରୋ: ଓଡ଼ିଶାର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର ତରଫରୁ ବିଭିନ୍ନ ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଅନନ୍ତବିହାର ଓଏଲଫେୟାର ସୋସାଇଟି ଓ ଯୋଗକେନ୍ଦ୍ର, ପୋଖରୀପୁଟ ତରଫରୁ ଭଜନ ସନ୍ଧ୍ୟା…

କାଙ୍କେରୀ ଗାଦି ନାଗବଂଶୀ ପରିବାରର ନୁଆଁଖାଇ ଭେଟଘାଟ

ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନରେ ଥିବା କାଙ୍କେରୀ ଗ୍ରାମରେ ନାଗବଂଶୀ ମରି ପରିବାରର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ଭେଟଘାଟ କାର୍ଯ୍ୟକ୍ରମରେ କେବଳ କାଙ୍କେରୀ ଗାଦି ଅଧୀନରେ ଥିବା ନାଗ ବଂଶୀ ମରି ପରିବାରର ସଦସ୍ୟ…

ପ୍ରିୟବ୍ରତ ହେଲେ ସାଂସଦଙ୍କ ରଣପୁର ପ୍ରତିନିଧି

ବ୍ୟୁରୋ: ପୁରୀ ସାଂସଦ ଡ଼ ସମ୍ବିତ ପାତ୍ର ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିୟବ୍ରତ ପ୍ରହରାଜ (ଟୁଲୁ) ଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନିତ କରିଛନ୍ତି। ଏ ନେଇ ସାଂସଦ ଶ୍ରୀ ପାତ୍ରଙ୍କ କାର୍ଯ୍ୟଳୟରୁ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ…

ପ୍ରଭୁ ଗଜାନନଙ୍କୁ ଭୋଗ ହାଣ୍ଡି ଅର୍ପଣ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ପକ୍ଷରୁ ପ୍ରଭୁ ଗଣେଶ ଙ୍କୁ ହାଣ୍ଡି ଭୋଗ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭ୍ୟମାନେ ଜଟଣୀର ବିଭିନ୍ନ ଗଣେଶ ମଣ୍ଡପକୁ ଯାଇ ପ୍ରଭୁ ଗଜାନନ, ମାତା ସରସ୍ୱତୀ ଓ…

୮ମ ଯୁବ ସମ୍ମାନ ଉତ୍ସବ

ବ୍ୟୁରୋ: ଜଟଣୀ ୟୁଥ୍ ଫେଡରେସନ୍ ପକ୍ଷରୁ ରବିବାର ସନ୍ଧ୍ୟାରେ, ଜଟଣୀ ଥାନା ଛକ ନିକଟରେ ୮ମ ଯୁବ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅନନ୍ତ ଶତପଥୀ ଉତ୍ସବକୁ ସଭାପତିତ୍ବ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ…

ନାଳରେ ଭାସୁଛି ଅଜଣା ମୃତ ଦେହ

ବ୍ୟୁରୋ: ଜଟଣୀ ଥାନା ଅଧିନ କିଷ୍ଟ କଲେଜ ନିକଟ ଷଣ୍ଢପୁର ଜଗନ୍ନାଥ ବିହାର ପାଖ ନାଳରେ ଭାସୁଛି ଅଜଣା ମୃତ ଦେହ। ଆଜି ସକାଳୁ ସ୍ଥାନୀୟ ଲୋକେ ନାଳରେ ମୃତ ଦେହ ଭାସୁଥିବାର ଦେଖିଥିଲେ, ପରେ ପୋଲିସକୁ ଖବର ଦେଇଥିଲେ। ମୃତ…

ସୁଭଦ୍ରା ଆବେଦନ ପାଇଁ ଟଙ୍କା ମାଗି ଜନସେବା କେନ୍ଦ୍ର ମାଲିକ ଅଟକ

ବ୍ୟୁରୋ : ସୁଭଦ୍ରା ଯୋଜନାରେ ଆବେଦନ ନିମନ୍ତେ ଟଙ୍କା ମାଗି ଜନସେବା କେନ୍ଦ୍ର ମାଲିକ ଅଟକ। ଜନସେବା କେନ୍ଦ୍ରରେ ହିତାଧିକାରୀ ମାନେ କିପରି ହିତାଧିକାରୀ ସହଜରେ ମାଗଣାରେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ପାରିବେ ସେ ନେଇ ସରକାର ସମସ୍ତ…

ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବ୍ୟୁରୋ: ରଣପୁର ସୁନାଖଳା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢିଚାଲିଥିବା ବେଳେ, ନିଶା ବେପାରୀଙ୍କୁ ସାବାଡ଼ କରିବାକୁ ଆକ୍ସନ ମୁଡ଼କୁ ଓଲ୍ହାଇଛି ପୋଲିସ। ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଵିଶେଷ ସୂତ୍ରରୁ ଖବର ପାଇ କୋଟଗଡ଼ ନିକଟରେ…