Category: ରାଜ୍ୟ ଖବର

ଜଟଣୀରେ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଏବଂ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଜଟଣୀ ଗୋପବନ୍ଧୁ ପାର୍କରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୋଟାରୀ ପବ୍ଲିକ ତଥା ବରିଷ୍ଠ ସାମ୍ବାଦିକ ଅବନି କୁମାର…

ଡକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ୟୁରୋ: ହଷ୍ଟେଲରୁ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ। ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଏକ ଘରୋଇ ମେଡିକାଲ କଲେଜର ବିଡିଏସ ର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ମୃତ ଛାତ୍ରୀଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣା ପଡ଼ିଛି। ଆଜି ତାଙ୍କର ମୃତ…

ଭାଇ ଗୁଳି ମାଡରେ ଭଉଣୀର ମୃତ୍ୟୁ

ବ୍ୟୁରୋ: ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାଖୀ। ଆଉ ଭାଇ ରାଖୀ ବଦଳରେ ଭଉଣୀକୁ ଦେଇଥାଏ ସୁରକ୍ଷାର ପ୍ରତିଶ୍ରୁତି। ହେଲେ ଆଜି ଜଣେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବା ବଦଳରେ, ନେଇଛି ତାର ଜୀବନ। ଏଭଳି…

କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହେଲା ଷୋଳ ପୂଜା

ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ, ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା ବା ଷୋଳ ପୂଜା। ମୂଳାଷ୍ଟମୀରେ ମା’ ମଙ୍ଗଳାଙ୍କୁ ପୂଜକମାନେ ସୁବାସିତ ଜଳରେ ସ୍ନାନ କରିବା ପରେ ମାଙ୍କୁ ନୂତନ ବସ୍ତ୍ର…

ଜଟଣୀରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବ୍ୟୁରୋ: ଦିନ କୁ ଦିନ ସମାଜରେ ବଢିଚାଲିଛି ସାଇବର ଅପରାଧ। ଏହି ସାଇବର ଅପରାଧ ଠାରୁ କିପରି ନିଜକୁ ଦୁରେଇ ରଖିପାରିବେ, ତାହାକୁ ନେଇ ରାଜ୍ୟ ବ୍ୟାପି ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଆଜି କମିଶନରେଟ ପୋଲିସ ପକ୍ଷରୁ ଜଟଣୀ ସେଞ୍ଚୁରିୟାନ…

ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୩ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ୟୁରୋ: ମହାନ ବିପ୍ଲବୀ, ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ସ୍ବର୍ଗତ ପ୍ରାଣନାଥ ପ୍ରାଣନାଥଙ୍କ ୫୩ତମ ଶ୍ରାଦ୍ଧ ଦିବସ, ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ପ୍ରାଣନାଥ ସରକାରୀ ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ନୋଟାରୀ ପବ୍ଲିକ ତଥା ବରିଷ୍ଠ…

୨୦୨୪ରୁ ବନ୍ଦେ ଭାରତ ସ୍ଲିପର୍ ଭର୍ସନ୍

ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ଆସିଲା ଖୁସୀ ଖବର। ୨୦୨୪ରୁ ବନ୍ଦେ ଭାରତ ଟ୍ରେନରରେ, ଶୋଇକି ଯାତ୍ରା କରିବାର ମଜା ନେଇପାରିବେ ଯାତ୍ରୀ। ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବନ୍ଦେ ଭାରତ ଏକ୍ସପ୍ରେସର, ସ୍କିପର୍ ଭର୍ସନ୍‌ କିପରି ରହିବ,…

୨୦୨୫ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର

ବ୍ୟୁରୋ: ଜଟଣୀ ନାଇଜର କ୍ୟାମ୍ପସରେ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଲୋକମାନଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା…

ଜଟଣୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ,  ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ୟୁରୋ: ଜଟଣୀର ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଉଯାଇଛି। ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଏବଂ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠାନର ସଭାପତି…

ସମ୍ବାଦର ସମ୍ପାଦକ ଦାୟିତ୍ୱ ନେଲେ ତନୟା ପଟ୍ଟନାୟକ

ବ୍ୟୁରୋ: ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ । ସେ ନିଜର ବ୍ୟକ୍ତିଗତ କାରଣ ପାଇଁ ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ପଦ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ମଧ୍ୟ ଅବ୍ୟାହତି…