Category: ରାଜ୍ୟ ଖବର

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ବ୍ୟୁରୋ: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ଆଜି ପରଲୋକ ହୋଇଛି। ଶ୍ରୀ ସାମନ୍ତରାୟ ଗତ କିଛି ମାସ ହେବ ଅସୁସ୍ଥ ରହିଥିଲେ । ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ, ସେ…

୨୦୨୪ ପାଇଁ ସୁରଜଙ୍କ ରଣନୀତି

ବ୍ୟୁରୋ: ୨୦୨୪ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି। ୨୦୨୪ରେ କିଏ କେଉଁ ଦଳରୁ ଟିକେଟ ପାଇବ ସେଥିପାଇଁ ସମସ୍ତେ କରୁଛନ୍ତି କସରତ୍। ୨୦୨୪ ନିର୍ବାଚନରେ ଅନେକ ନୂଆ ମୁହଁ ଦେଖିବେ ଜନତା। ସେଥିପାଇଁ ଏବେ ନୂଆ ନେତାମାନେ…

ଠିକାଦାରଙ୍କ ଘରୁ ମିଳିଲା ୪୨ କୋଟି

ବ୍ୟୁରୋ: ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ ଟି ପେଟିରେ ରହିଥିଲା ଏହି ୪୨ କୋଟି ଟଙ୍କା । ୫୦୦ ଟଙ୍କା ମୂଲ୍ୟର ସମସ୍ତ ଟଙ୍କା ୨୩ଟି ପେଟିରେ ଭର୍ତ୍ତି ହୋଇରହିଥିଲା। ସୂଚନା ମୁତାବକ କର୍ଣ୍ଣାଟକର…

ମୁଁ ବଞ୍ଚିବାକୁ ଚାହେଁ

ବ୍ୟୁରୋ: ରାସ୍ତା ଉପରେ ବସି, ବଞ୍ଚିବା ଆଶାରେ ଯୁବକ ଜଣଙ୍କ ମାଗୁଛନ୍ତି ସମସ୍ତିଙ୍କୁ ସାହାଯ୍ୟ, ହେଲେ କେହି ସାହାଯ୍ୟର ହାତ ବଢ଼ାଉ ନାହାନ୍ତି ଯୁବକଙ୍କୁ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି, ରାଜ୍ୟ ରାଜଧାନୀ ନିକଟ ଜଟଣୀ ସହରରେ। ଜଟଣୀ…

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ବ୍ୟୁରୋ: ଜଟଣୀ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅବସରରେ, ତାଲୁକା ଆଇନ୍ ସେବା କମିଟି ଜଟଣୀ ପକ୍ଷରୁ, ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟିର ଅଧ୍ୟକ୍ଷା ହିତାଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା…

ଶିଶୁ ବାଟିକାରେ ମାତୃ କର୍ମଶାଳା

ବ୍ୟୁରୋ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା, ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୮୨ଜଣ ମା’ ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ…

ଗୃହ ମାଲିକଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ଲୁଟ୍ ନେଲେ, ଘର କାମ କରୁଥିବା ସେବିକା

ବ୍ୟୁରୋ: ଘର କାମ କରିବାକୁ ସେବିକା ରଖିଛନ୍ତି କି? ତେବେ ହେଇଯାନ୍ତୁ ସାବଧାନ। ନିଜ ମୋବାଇଲ ଆଉ ବ୍ୟାଙ୍କ ତଥ୍ୟକୁ ସେବିକାଙ୍କ ଠାରୁ ରଖନ୍ତୁ ଦୂରରେ। ନହଲେ ଆପଣ ବି ହୋଇପାରନ୍ତି ସେବିକାଙ୍କ ଲୁଟ୍ ର ଶିକାର। ଜଣେ ସେବିକାଙ୍କ ଲୁଟ୍…

ନିଶା ଠାରୁ ଦୁରେଇ ରହିବାର ବାଟ ଦେଖାଇଲା ସୋଚ୍

ବ୍ୟୁରୋ: ଜଟଣୀ ସୋଚ୍ ଅନୁଷ୍ଠାନ ପକ୍ଷରୁ ଏକ ମାସ ଧରି ଚାଲିଥିବା ନିଶା ନିବାରଣ ଓ ବ୍ୟବହାରିକ ପରିବର୍ତ୍ତନ ଶିବିର ଉଦଯାପିତ ହୋଇଯାଇଛି। ସୋଚ୍ ଦ୍ୱାରା ଆୟୋଜିତ ଶିବିରରେ କୋଡ଼ିଏ ଜଣ ଶିଶୁ ଯୋଗଦେଇଥିଲେ। ଏହି ଶିଶୁ ମାନଙ୍କୁ ଶିବିରରେ ରଖି…

ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର

ବ୍ୟୁରୋ: ଜଟଣୀର ସାମାଜିକ ଅନୁଷ୍ଠାନ ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ଆଜି, ଶ୍ରୀବତ୍ସ ପାଠାଗାର ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଅକ୍ଷୟ ଦାସ, ପୂର୍ବତନ ସରପଞ୍ଚ ସୁନୀଲ୍ ରାଉତରାୟ, ବିଜେପି ନେତା ଲିଟୁରଂଜନ ରାଉତରାୟ, ଡ. ଅଙ୍କିତ୍…

ଅଶାଳୀନ ଡ୍ରେସ ପିନ୍ଧିଲେ ଶ୍ରୀମନ୍ଦିର ପ୍ରବେଶ ମନା

ବ୍ୟୁରୋ: ନୂଆ ବର୍ଷରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ, ଭକ୍ତ ମାନଙ୍କୁ ପ୍ରଥମେ ନିଜ ପୋଷାକ ଉପରେ ଧ୍ୟାନ ଦେବାକୁ ପଡିବ। ଶ୍ରୀମନ୍ଦିର ହେଉଛି ସବୁଠୁ ପବିତ୍ର ସ୍ଥାନ। ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥ‌ିବା ଭକ୍ତ ମାନଙ୍କ ମଧ୍ୟରେ…