Category: ରାଜ୍ୟ ଖବର

ଜାନୁଆରୀ ୨୨କୁ “ହାଫ୍ ଡେ” ଛୁଟି ଘୋଷଣା କଲେ ରାଜ୍ୟ ସରକାର

ବ୍ୟୁରୋ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାଜ୍ୟ ସରକାର ଜାନୁଆରୀ ୨୨ତାରିଖକୁ “ହାଫ୍ ଡେ” ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ହେବ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ।…

ଦଶପଲ୍ଲା ରେଲୱେ ଷ୍ଟେସନରେ UTS ଓ PRS ଟିକେଟ୍ କାଉଣ୍ଟରର ଶୁଭାରମ୍ଭ

ବ୍ୟୁରୋ: ଦଶପଲ୍ଲା ରେଲୱେ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (UTS) – ସହିତ-ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ (PRS) ଟିକେଟ୍ କାଉଣ୍ଟରର ଖୋଲାଯାଇଛି। ରେଳମନ୍ତ୍ରୀ ଦେଇଥିବା ପ୍ରତିଶୃତି ୧୦ ଦିନ ମଧ୍ୟରେ ପୂରଣ ହୋଇଛି । ଯାତ୍ରୀମାନେ ଏବେ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ…

ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି ଘୋଷଣା

ବ୍ୟୁରୋ: ଜାନୁଆରୀ ୧୭ ତାରିଖରେ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏହି ଉତ୍ସବରେ ଭକ୍ତ ମାନେ ଯେପରି ମହାପ୍ରଭୁଙ୍କ ଦର୍ଶନ କରିବା ସହ , ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ପାରିବେ, ଏହା…

ଆସିଲା ଡିଏନଏ ରିପୋର୍ଟ , ୩ୟ ମୃତ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ

ବ୍ୟୁରୋ: ସ୍ପଷ୍ଟ ହେଲା ହାଇଟେକ୍ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ୩ୟ ବ୍ୟକ୍ତିଙ୍କ ପରିଚୟ। ମୃତ ୩ୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟ। ହାଇଟେକ୍ ବିସ୍ଫୋରଣରେ ମୃତ ବରଣ କରିଥିବା ୩ୟ ବ୍ୟକ୍ତିଙ୍କ ପରିଚୟକୁ…

ପଦାରେ ପଡିଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୁନରୁଦ୍ଧାର କାର୍ଯ୍ୟର ମାନ, ଦବିଲା କାଓ କ୍ୟାଚର୍

ବ୍ୟୁରୋ: ସରକାରଙ୍କ ତହବିଲରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ, ଚାଲିଛି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ। କିନ୍ତୁ ଆଜି ସକାଳେ ହସ୍ପିଟାଲ ସମ୍ମୁଖ ଫାଟକରେ ନୂଆ କରି ଲାଗିଥିବା କାଓ କ୍ୟାଚର୍ ଉପରେ ଏକ ଭାରି…

ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ, ପାଠ ପଢ଼ାଇଲା ସୋଚ୍

ବ୍ୟୁରୋ: ଅଧାରୁ ପାଠ ଛାଡ଼ିଥିବା ଓ ବୟସ ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ନାମ ଲେଖିନଥିବା ୨୪ ଜଣ ଶିଶୁଙ୍କୁ, ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରୁ ଆଣି, ସୋଚ୍ ଅନୁଷ୍ଠାନ ଓ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ସହଯୋଗରେ ସେମାନଙ୍କୁ ଶିବିରରେ ରଖି…

ବିଭିନ୍ନ ରେଳ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର

ବ୍ୟୁରୋ: ଖୋର୍ଦ୍ଧାରୋଡ ରେଳ ଡିଭିଜନ୍ ଅଧିନ କାଇପଦର୍ ରୋଡ୍ ,ଭୂଷଣ୍ତପୁର ଓ କୁହୁଡି ରେଳ ଷ୍ଟେସନରେ ରେଳ ରହଣି ଓ ଭିତ୍ତିଭୂମି ବିକାଶ । ଯାତ୍ରୀ ମାନଙ୍କ ସୁବିଧା ପାଇଁ କଟକ ‐ ଗୁଣୁପୁର ମେମୁ ସ୍ପେସିଆଲ୍ ଟ୍ରେନ (08421/08422 )…

ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ, ପରିବାରକୁ ହସ୍ତାନ୍ତର ହେବ ଶବ

ବ୍ୟୁରୋ: ହାଇଟେକ୍ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯିବ। ରିପୋର୍ଟ ଆସିବା ପରେ ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହେବ । ତା ପରେ ଶବ ପରିବାର ଲୋକଙ୍କୁ ପ୍ରଦନ କରାଯିବ ବୋଲି…

ଲୋକଙ୍କ ଅଭିଯୋଗ ଶୁଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୧୦ ନମ୍ବର ୱାର୍ଡ ସ୍ମାର୍ଟ ପାର୍କରେ ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଲୋକମାନେ ବିଭିନ୍ନ…

ହାଇଟେକ ଟ୍ରାଜେଡିରେ ଚିକିତ୍ସିତ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ

ବ୍ୟୁରୋ: ହାଇଟେକ ମେଡିକାଲରେ ଘଟିଥିବା ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ମୃତ୍ୟୁ ଘଟିଛି। ଡିସେମ୍ବର ୨୯ ତାରିଖରେ ହାଇଟେକ ମେଡିକାଲର ଏସି ମରାମତି ହେବା ସମୟରେ ଏକ ବିସ୍ଫୋରଣ ହୋଇଥିଲା, ସେଥିରେ…