Category: ରାଜ୍ୟ ଖବର

ନିଶା ନିବାରଣ ଓ ବ୍ୟାବହାରିକ ପରିବର୍ତ୍ତନ ଶିବିର ଉଦଯାପିତ

ବ୍ୟୁରୋ: ସୋସାଇଟି ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନ ରେ ଉଭୟ ତ୍ରୟ ମାସିକ ଶିକ୍ଷ୍ୟା ସଂଯୋଜନା ଶିବିର ଏବଂ ଏକ ମାସର ନିଶା ନିବାରଣ ଓ ବ୍ୟାବହାରିକ ପରିବର୍ତ୍ତନ ଶିବିର ର ଉଦଯାପନୀ ଉତ୍ସବ ସୋମବାର ପାଳିତ ହୋଇଯାଇଛି l ଉଭୟ…

ମା’ ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜାର ଅଷ୍ଟମୀ ତିଥିରେ ମହାଗୌରୀ ବେଶ

ବ୍ୟୁରୋ: ଜଟଣୀ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଅଷ୍ଟମୀ ତିଥିରେ ମା’ ମହାଗୌରୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଥିଲେ l ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ସରିବା ପରେ, ସନ୍ଧ୍ୟା…

କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ଜଗୁଳେଇ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଷଷ୍ଠୀ ତିଥିରେ ମା’ ଜଗୁଳେଇ କାତ୍ୟାୟନୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା…

ଲବଣଗିରି ମହିମା ଧର୍ମାଶ୍ରମର ୩୮ତମ ବାର୍ଷିକ ମହିମା ମହୋତ୍ସବ ପାଳିତ

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ଜାମୁକୋଳି ପାଖ ଲବଣଗିରି ମହିମା ଧର୍ମାଶ୍ରମର ୩୮ ତମ ବାର୍ଷିକ ମହିମା ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। ଆଶ୍ରମର ମଠାଧୀଶ ସାଧୁ ଅନାମ ଚରଣ ଦାସଙ୍କ ତତ୍ୱାବଧାନରେ ଏହି ମହିମା ମହୋତ୍ସବ ପାଳିତ ହୋଇଛି। ଏହି…

ବିଜେଡିରେ ଯୋଗଦେଲେ ବିଭିନ୍ନ ଦଳର କର୍ମକର୍ତ୍ତା

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳର କର୍ମକର୍ତ୍ତା ମାନେ ମିଶ୍ରଣ ପର୍ବରେ ବିଜେଡି ରେ ସାମିଲ ହୋଇଛନ୍ତି। ଜଟଣୀ ପୌରପରିଷଦର ୮, ୧୪ ଓ ୧୬ ନଂ ୱାର୍ଡର କାଉନସିଲର ଇତିଶ୍ରୀ ଦାସ, କୃଷ୍ଣ ଚନ୍ଦ୍ର ନାୟକ ଓ ଅନିତା…

ସ୍କନ୍ଦ ମାତା ବେଶରେ ଦର୍ଶନ ଦେଲେ ମା’ ଜାଗୁଳେଇ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ଅଞ୍ଚଳର, ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଆଜି ପଞ୍ଚମୀ ତିଥିରେ ମା’ ସ୍କନ୍ଦ ମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ…

ବାସନ୍ତିକ ଦୁର୍ଗାପୂଜା ର ଦ୍ଵିତୀୟ ଦିବସରେ ମା’ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଦ୍ଵିତୀୟ ଦିବସରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।…

“ଡ୍ରୋନ୍-ମୋବିଲିଟି ର ଭବିଷ୍ୟତ” ଉପରେ 5 ଦିନିଆ ବୁଟ୍ କ୍ୟାମ୍ପ

ବ୍ୟୁରୋ: “ଡ୍ରୋନ୍-ମୋବିଲିଟି ର ଭବିଷ୍ୟତ” ଉପରେ 5 ଦିନିଆ ବୁଟ୍ କ୍ୟାମ୍ପ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଭୁବନେଶ୍ୱରର ସହଯୋଗରେ, ଖୋର୍ଦ୍ଧା ବଣିଆଟାଙ୍ଗି ସୋଫିଟୋରିୟମ୍ ଇନଷ୍ଟିଚ୍ୟୁଟ ପରିସରରେ, ଗତ ୮ ତାରିଖରୁ ଆରମ୍ଭ ହୋଇଛି। ଏହି କ୍ୟାମ…

ମା’ ଜାଗୁଳେଇଙ୍କ ପୀଠରେ ଆରମ୍ଭ ହେଲା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ମଙ୍ଗଳବାର ସକାଳୁ ମାନସିକ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର…

ସରିଲା କୁଦିଆରି ଦଶଦୋଳ ମେଳଣ

ବ୍ୟୁରୋ: ସରିଲା କୁଦିଆରି ଦଶଦୋଳ ମେଳଣ। ଗତ ୪ତାରିଖରୁ ଆରମ୍ଭ ହୋଇଥିବା ଏହି ଦଶଦୋଳ ମେଲଣ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ଗୋଧୂଳି ବେଳାରେ ସମସ୍ତ ଠାକୁରଙ୍କ ନିକଟରେ ଭୋଗ ଆଟିକା ଲାଗି ହେବା ପରେ ହରିବୋଲ ହୁଳହୁଳି,…