Category: ରାଜ୍ୟ ଖବର

କଂଗ୍ରେସ ପାଇଁ ପ୍ରଚାର କଲେ ସୁର ବାବୁଙ୍କ ପତ୍ନୀ ମାଳତୀ ରାଉତରାୟ

ବ୍ୟୁରୋ: ନିମାପଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଏବେ ଜୋରସୋରରେ ତାଙ୍କର ନିର୍ବାଚନ ପ୍ରଚାର ଚଲାଇଛନ୍ତି। ଜଟଣୀ ବିଧାୟକ ସୁରେଶ ରାଉତରାୟ ପତ୍ନୀ ମାଳତୀ ରାଉତରାୟ ବଡ଼ ପୁଅ ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି। ବଡ଼ ପୁଅ ସିଦ୍ଧାର୍ଥ…

ରଥଖଳାରେ ଚକ ଡେରା ନୀତି , ଆସିଲା ଆଜ୍ଞାମାଳ ସମ୍ପର୍ଣ୍ଣ ହେଲା ନୀତି

ବ୍ୟୁରୋ: ଆଜି ପବିତ୍ର ଭଉଁରୀ ତିଥିରେ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି । ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି,…

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧କେଜି ସୁନା ଅଳଙ୍କାର

ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ମଙ୍ଗଳବାର ମିଳିଛି ୧ କେଜି ସୁନା ଅଳଙ୍କାର। ମିଳିଥିବା ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୬୫ ଲକ୍ଷ ଟଙ୍କା ହେବ । ଗୋଟିଏ ଦିନରେ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ଦାନ ମିଳିବା କେବେ…

IPS ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ECI

ବ୍ୟୁରୋ: IPS ଅଫିସର ଡିଏସ କୁଟ୍ଟେ ହେଲେ ସସପେଣ୍ଡ । ଭାରତୀୟ ନିର୍ବାଚନ କମିଶନର IPS ଡିଏସ୍ କୁଟ୍ଟେଙ୍କୁ କଲେ ସସପେଣ୍ଡ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। CMOରେ ସ୍ପେଶାଲ…

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମ୍ୟାଟ୍ରିକ ପରୀକ୍ଷା ରେ ଶତ ପ୍ରତିଶତ ସଫଳତା

ବ୍ୟୁରୋ: ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଭଲ ହୋଇଥିବା ବେଳେ, ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ସଫଳ ହୋଇଛନ୍ତି। ବିଦ୍ୟାଳୟର ଛାତ୍ର ହରପ୍ରସାଦ ଦାସ A1 ପାଇ ବିଦ୍ୟାଳୟ ପାଇଁ…

ଜଟଣୀ ନିର୍ବାଚନମଣ୍ଡଳୀରେ ୨୫୪ ମତଦାନ କେନ୍ଦ୍ର ପ୍ରସ୍ତୁତ

ବ୍ୟୁରୋ: ଗତ ୨୫ ତାରିଖରେ ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଜଟଣୀ ନିର୍ବାଚନମଣ୍ଡଳୀରେ ମଧ୍ୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜଟଣୀ ନିର୍ବାଚନ…

୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ବ୍ୟୁରୋ: ଚଳିତ ମାସ ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକର ରେଜଲ୍ଟ । ୨୬ ତାରିଖ ଅପରାହ୍ନରେ ପରୀକ୍ଷା ଫଳ ୱେବସାଇଟ ରେ ପ୍ରକାଶ ପାଇବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ମିଳିଛି…

ମାରାଥନ ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା। ସକାଳେ ସମର୍ଥକଙ୍କୁ ଧରି ବିରାଟ ଶୋଭାଯାତ୍ରା କରି ଜଟଣୀ ପୌରାଞ୍ଚଳର ବିଭିନ୍ନ ୱାଡ଼ ବୁଲିଥିଲେ ସନ୍ତୋଷ। ଅପରାହ୍ନରେ ଖୋର୍ଦ୍ଧା ବ୍ଲକ କେରଙ୍ଗ…

ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ବ୍ୟୁରୋ: ଆଜି ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୩୦୫ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ପରୀକ୍ଷା। ସବୁଠି ଶୃଙ୍ଖଳାର ସହ ଭୋଟର ମାନେ ଆସି ତାଙ୍କର ମତଦାନ କରୁଛନ୍ତି। ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।…

ମାଟ୍ରିକ ରେଜଲ୍ଟ ପ୍ରକାଶ ଦିନ ହିଁ ମିଳିବ ସାର୍ଟିଫିକେଟ

ବ୍ୟୁରୋ: ଆଉ ପୂର୍ବ ବର୍ଷ ଭଳି ମାଟ୍ରିକ ସାର୍ଟିଫିକେଟ ପାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କରିବାକୁ ପଡିବନି ଅପେକ୍ଷା। ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ଛାତ୍ରଛାତ୍ରୀ ମାନେ ପାଇପାରିବେ ତାଙ୍କ ସାର୍ଟିଫିକେଟ । ଘରେ ବସି…