Category: ରାଜ୍ୟ ଖବର

ବିବାହ ପ୍ରତିଶୃତି ଦେଇ ପ୍ରତାରଣା କରି, ରେଳ କର୍ମଚାରୀ ଗିରଫ

ବ୍ୟୁରୋ: ବିବାହ ପ୍ରତିଶୃତି ଦେଇ ପ୍ରତାରଣା ଓ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜଟଣୀ ପୋଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ପିର୍ଣ୍ଣଚନ୍ଦ୍ର…

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ବ୍ୟୁରୋ: ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ସହ ଯାଞ୍ଚ କାର୍ଯ୍ୟ କରିବ ଏକ ସ୍ୱତନ୍ତ୍ର ଟିମ୍ । ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି…

ଉଦ୍‌ଘାଟନକୁ ପୁରିନି ୪ ମାସ, ଜଟଣୀ ଓଭର ବ୍ରିଜ୍‌ ସାଜିଛି ମରଣଜନ୍ତା

ବ୍ୟୁରୋ: ଜଟଣୀ ବାସୀଙ୍କର ଦୀର୍ଘ ଦିନର ଦାବୀ ପରେ ଜଟଣୀ ଫ୍ଲାଇଓଭର ବ୍ରିଜ ନିର୍ମାଣ ହୋଇଛି । କିନ୍ତୁ ଠିକାଦାର ଓ ଅଫିସରଙ୍କ ଅବହେଳା ପାଇଁ ଅସୁବିଧା ଭୋଗୁଛନ୍ତି ଜଟଣୀବାସୀ। ଜଟଣୀର ବହୁ ପ୍ରତିକ୍ଷିତ ଫ୍ଲାଇଓଭର ବ୍ରିଜ୍ ଗତ ୪ ମାସ…

ତାଲା ଭାଙ୍ଗି ଦୋକାନରୁ ଆଇରନ ଟଙ୍କା ଚୋରି

ବ୍ୟୁରୋ: ଜଟଣୀରେ ଦିନକୁ ଦିନ ବଢି ଚାଲିଛି ଚୋରି। ଜଟଣୀ ପୋଲିସ ଯେତେ ଚେଷ୍ଟା କଲେବି କମୁନି ଚୋରି। ଦିନ ଦ୍ୱିପ୍ରହରରେ ଜଟଣୀ ଥାନା ପାଚେରୀ କୁ ଲାଗି ରହିଥିବା ଚକ୍ରଧର ସେଠୀଙ୍କ ଆଇରନ ଦୋକାନର ତାଲା ଭାଙ୍ଗି ଆଇରନ ଚୋରି…

କାଲି ଖୋଲିବ ଶ୍ରୀମନ୍ଦିର ୪ଦ୍ୱାର

ବ୍ୟୁରୋ: ଆଜି ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ କରାଯାଇଛି। ପ୍ରଥମ ନିଷ୍ପତ୍ତିଆସନ୍ତା କାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର…

ମୋହନ ଚରଣ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ବ୍ୟୁରୋ: ସବୁ ଆଲୋଚନାର ହେଲା ଅନ୍ତ। ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ । ମୋହନ ଚରଣ ମାଝୀ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହେଇଛି ।…

ଖୋର୍ଦ୍ଧା ସଂକୁଳ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

ବ୍ୟୁରୋ: ଖୋର୍ଦ୍ଧା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଜଟଣୀ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଗତ ୦୭ ତାରିଖରୁ ଆରମ୍ଭ ହୋଇ ଗତ କାଲି ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟଶାଳା ରେ ଖୋର୍ଦ୍ଧା ସଂକୁଳ ଅନ୍ତର୍ଗତ ୮ଟି ସରସ୍ବତୀ ଶିଶୁ…

ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବ୍ୟୁରୋ : ଦୟାନଦୀ ବ୍ରିଜ ତଳକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା କଣାସ ଥାନା ଅଧିନ କାତପଡା ଗାଁର ପ୍ରକାଶ ଚନ୍ଦ୍ର ସାହୁ (୨୮)। ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରୁ…

କୂଅ ଭିତରେ ଶ୍ୱାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ

ବ୍ୟୁରୋ: କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ଥାନା ଅଧିନ ଅରଗୁଳ ମେଳଣ ପଡିଆ ନିକଟର ସନ୍ତୋଷ କୁମାର ସାହୁ (୩୦)। ସୂଚନା ମୁତାବକ ଆଜି ସକାଳେ…

ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ

ବ୍ୟୁରୋ: ରାଜନୀତିରୁ ଅବସର ନେଲେ ବିଜେଡିର ପୂର୍ବତନ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ…