Category: ରାଜନୀତି

ଭାଙ୍ଗିଲା ଅସ୍ଥାୟୀ ନଦୀ ରାସ୍ତା, ସାହା ଏବେ ଦେଶୀ ଡଙ୍ଗା।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ବେଣାପଞ୍ଜରୀ ପାଞ୍ଚୟତ ପାଣ୍ଡିଆବିଲି ଗ୍ରାମକୁ ଯିବାପାଇଁ, ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇଛି। ହୀରାକୁଦର ୫ଟି ଗେଟ ଖୋଲାଯିବା ପରେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦୟାନଦୀରେ ହୀରାକୁଦ ଜଳ ପ୍ରବେଶ…

ବିଜେଡିରେ ମିଶିଲେ ଜଟଣୀର ଦୁଇ ସ୍ୱାଧୀନ କାଉନସିଲର

ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସାନରେ ଅନୁପ୍ରାଣିତ ହୋଇ, ଜଟଣୀ ପୋୖର ପରିଷଦର ଦୁଇ ଜଣ କାଉନସିଲର ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ, ଜଟଣୀ ପୋୖର ପରିଷଦର, ୧୧ ନମ୍ବର…

ବିଜେପିରେ ମିଶିଲେ ଶତାଧିକ କର୍ମୀ।

ନୟାଗଡ଼: ନୟାଗଡ଼ ରାଜବାଟୀଠାରେ ଶତାଧିକ ଅନ୍ୟ ଦଳର କର୍ମୀ, ବିଜେପି ଦଳରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶରେ ଅନୁପ୍ରାଣୀତ ହୋଇ ଅନ୍ୟ ଦଳ ଛାଡି, କର୍ମୀ ମାନେ ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ସେଠାରେ ଦଳୀୟ ପତାକା ବେକରେ ପକେଇବା…

ଲୋକଙ୍କ ପାଇଁ ଚାକିରି ଛାଡ଼ିଲେ ମନ୍ମଥ

ବ୍ୟୁରୋ: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ, ରାଜନୀତି କରିବା ପାଇଁ, ଛାଡିଛନ୍ତି ଏୟାର ଇଣ୍ଡିଆ କ୍ୟାପଟେନ୍ ଚାକିରୀ। ୨୦୨୪ରେ ସାଧାରଣ ନିର୍ବାଚନରେ, ଜଟଣୀ ନିର୍ବାଚନୀ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ ମନ୍ମଥ। ପୂର୍ବରୁ ସେ ଜଟଣୀ…

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ବିଜେପିର ପ୍ରତିବାଦ

ଜଟଣୀ: ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁମୁଳୁ ପାଇଁ ଜନସାଧାରଣ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ତା ସହ ଅଘୋଷିତ ବିଦ୍ୟୁତ କାଟ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଜଟଣୀ ନଗର ବିଜେପି ସଭାପତି ତିରୁପତି…

ଲୋକଙ୍କ ପାଖରେ ପହଞ୍ଚିବ ବିଜେପି

ଜଟଣୀ: ମୋଦି ସରକାରଙ୍କ ନଅ ବର୍ଷ ଶାସନର ସୁଫଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟକୁ ନେଇ, ମହା ଜନ ସମ୍ପର୍କ ଅଭିଯାନରେ ଲୋକମାନଙ୍କୁ ପାଖକୁ ଯିବେ ବିଜେପି କର୍ମକର୍ତ୍ତା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ, ଆଜି ବିଜେପି…

କେଉଁ ଦଳରୁ ନିର୍ବାଚନ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ !

ଜଟଣୀ: 2024 ସାଧାରଣ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କ କସା। କିଏ କେଉଁ ନିର୍ବାଚନ ମଣ୍ଡଳୀରୁ ଲଢ଼ିବ, ଆଉ କେଉଁ ଦଳରୁ ଟିକେଟ ନେବ, ସେଥିପାଇଁ ସବୁଠି ଚାଲିଛି ଭିତିରିଆ ଲବି। ବିଧାୟକ ହେବାକୁ ଆଶା କରିଥିବା ନେତା…