Category: ଦେଶ ଖବର

ଦୁର୍ଘଟଣା ସ୍ଥାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ

ବ୍ୟୁରୋ: ଶୁକ୍ରବାର ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା ବାହାନଗାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେମାନଙ୍କ ସହ ଅଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ, 5T ସଚିବ ଭି.କେ. ପଣ୍ଡିଆନ ଓ ସମସ୍ତ ବରିଷ୍ଠ ଅଧିକାରୀ।…

ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ, ୨୩୩ମୃତ୍ୟୁ, ୯୦୦ରୁ ଉର୍ଦ୍ଧ ଆହତ

ବ୍ୟୁରୋ: ବାଲେଶ୍ଵର ବହାନାଗା ନିକଟରେ ହୋଇଛି ଭୟଙ୍କର ଟ୍ରେନ ଦୁର୍ଘଟଣା। ଏଥିରେ ୨୩୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା୭ଟା ସମୟରେ ବାହାନାଗା ରେଲୱେ ଷ୍ଟେସନର…