Category: ଦେଶ ଖବର

ଜହ୍ନରେ ପାଦ ଥାପିଲା ଭାରତ

ବ୍ୟୁରୋ: ସଫଳତାର ସହ ଆଜି ଚନ୍ଦ୍ରରେ ଅବତରଣ କରିଛି ‘ଚନ୍ଦ୍ରଯାନ-୩’ । ପ୍ରାୟ ୧୯ ମିନିଟ ଧରି ଚାଲିଥିଲା ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା । ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଓହ୍ଲାଇଛି ‘ଚନ୍ଦ୍ରଯାନ-୩’ । ‘ଚନ୍ଦ୍ରଯାନ-୩’ର ସଫଳତା ଲ୍ୟାଣ୍ଡିଂ ପରେ…

ଜଟଣୀ ପ୍ରେସ୍ କ୍ଲବରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ବ୍ୟୁରୋ: ଜଟଣୀ ପ୍ରେସ୍ କ୍ଲବ କାର୍ଯ୍ୟାଳୟ ପରିସରରେ ୭୭ ତମ ସ୍ୱାଧୀନତା ଦିବସ ମହା ଆନନ୍ଦରେ ପାଳିତ ହୋଇଯାଇଛି l ଏହି ପବିତ୍ର ଉତ୍ସବରେ ବରିଷ୍ଠ ସାମ୍ବାଦିକ, ନୋଟରୀ ପବ୍ଲିକ, ସମାଜସେବୀ ତଥା ବରିଷ୍ଠ ନାଗରିକ ସେବାସଙ୍ଘର ସଭାପତି ଅବନୀ କୁମାର…

ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟରର ଉଦଘାଟନ କଲେ ରେଳମନ୍ତ୍ରୀ

ବ୍ୟୁରୋ : ଆଜି ଜଟଣୀ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ କାର୍ଯ୍ୟାଳୟରେ ଟ୍ରେନ୍ ମ୍ୟାନେଜମେଣ୍ଟ ସେଣ୍ଟର (ଟିଏମସି) ବିଲଡିଙ୍ଗର, ଉଦଘାଟନ କରିଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ପରିସୀମା ମଧ୍ୟରେ…

ପୁରୁଣା ପେନସନ ସ୍କିମ୍ ଲାଗୁ କରିବାକୁ ଶ୍ରମିକ କଂଗ୍ରେସର ଦାବି

ବ୍ୟୁରୋ: ପୂର୍ବତଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ନୂତନ ପେନସନ ଯୋଜନା ରଦ କରିବା ଏବଂ ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ସହ ଅନ୍ୟ ୨୦ ଦଫା ଦାବି ନେଇ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ…

କିପରି ପାଇବେ ସାହାରା ଇଣ୍ଡିଆରେ ଜମା କରିଥିବା ଟଙ୍କା।

ବ୍ୟୁରୋ: ସାହାରା ଇଣ୍ଡିଆ ଜମାକାରୀଙ୍କ ପାଇଁ ଆସିଛି ସାମାନ୍ୟ ଖୁସୀ ଖବର। କେନ୍ଦ୍ର ସରକାର ଜମାକାରୀଙ୍କ ଟଙ୍କା ଫେରେଇବା ପାଇଁ ଲଞ୍ଚ କରିଛନ୍ତି ‘ସାହାରା ରିଫଣ୍ଡ ପୋର୍ଟାଲ’। ଏହି ପୋର୍ଟାଲରେ ଆପଣମାନେ ଆବେଦନ କରି, ୪୫ ଦିନ ଭିତରେ ନିଜର ଜମା…

ତରାବୋଇରେ ଷ୍ଟେସନ ନିର୍ମାଣ ପାଇଁ, ଦାବୀ କଲା ଜଟଣୀ ବିଜେପି।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ତରାବୋଇ ଅଞ୍ଚଳରେ ରେଲୱେ ଷ୍ଟେସନ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁ ବର୍ଷ ଧରି ଦାବୀ କରିଆସୁଥିଲେ। ସ୍ଥାନୀୟ ଜନସାଧାରଣ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଷ୍ଟେସନ ନିର୍ମାଣ ପାଇଁ ଆଲୋଚନା କରିଥିଲେ।…

ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ, ଜଳିଗଲା ୩ଟି ବଗି

ବ୍ୟୁରୋ : ରେଳ ବିଭାଗର, ଏବେ ପଡିଛି ଭାଗ୍ୟ ଖରାପ। ଦୀର୍ଘ ଦୁଇ ମାସ ଭିତରେ ଘଟିଲାଣି ଅନେକ ଦୁର୍ଘଟଣା। ଚାଲିଗଲାଣି ଅନେକ ଜୀବନ । ଆଜି ପୁଣି ଘଟିଛି ଆଉ ଏକ ଦୁଃଖଦ ଘଟଣା। ହାୱଡା –ସିକନ୍ଦରାବାଦ, ଫାଲକନୁମା ଏକ୍ସପ୍ରେସ…

ଆଧାର ପ୍ୟାନ ଲିଙ୍କ୍ ନଥିଲେ, ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ

ବ୍ୟୁରୋ: ଆପଣମାନେ ନିଜ ଆଧାର ନମ୍ବର ସହ, ପ୍ୟାନ୍ ନମ୍ବରକୁ ଲିଙ୍କ୍ କରିସାରିଛନ୍ତି। ଯଦି କରି ନାହାନ୍ତି, ତେବେ ଆଜି ରାତି ୧୨ ସୁଦ୍ଧା କରିଦିଅନ୍ତୁ ଲିଙ୍କ୍। ନହଲେ ଆପଣ ହୋଇପାରନ୍ତି ବିଭିନ୍ନ ଅସୁବିଧାର ସମ୍ମୁଖୀନ। ଆଧାର ସହ ପାନ୍ ଲିଙ୍କ…

ଜଟଣୀ ବିଜେଡି ପକ୍ଷରୁ ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଦୀପଦାନ

ଜଟଣୀ: ଜଟଣୀ ବିଜେଡି ତରଫରୁ ସ୍ଥାନୀୟ ଡମଣେଇ ମନ୍ଦିର ପରିସରରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ଦାନ କରାଯାଇଛି। ଜଟଣୀ ବିଜେଡିର କର୍ମୀ ମାନେ ଦୁଇ ମିନିଟ ନିରବ ପାର୍ଥନା…

ବାହାନଗା ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ରହିଥିଲେ। ଅନେକ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତି…