Category: ଅପରାଧ

ଧାରୁଆ ଅସ୍ତ୍ରରେ ଯୁବକଙ୍କ ହାତକୁ କାଟି ହତ୍ୟା ଅଭିଯୋଗ

ବ୍ୟୁରୋ: ଜଟଣୀ ବୁଢାପଡା ଗ୍ରାମର ଜଣେ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ କାଟି, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ଜଟଣୀ ଥାନାରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବୁଢାପଡା ଗ୍ରାମର ରତ୍ନାକର ଭୋଇ। ସୂଚନା ଅନୁଯାଇ ସୋମବାର ରାତି ୯ଟା…

୧୪ ମାସ ପରେ ଜେଲ୍‌ରୁ ବାହାରିଲେ ଅର୍ଚ୍ଚନା ନାଗ୍

ବ୍ୟୁରୋ: ଝାରପଡା ଜେଲରୁ ଆଜି ବାହାରିଲେ, ହନିଟ୍ରାପ୍ କ୍ୱିନ୍ ଭାବେ ପରିଚିତ ଅର୍ଚ୍ଚନା ନାଗ୍ । ଦୀର୍ଘ ୧୪ ମାସ ଧରି ସେ ଝାରପଡା ଜେଲର ଚାରି କାନ୍ଥ ଭିତରେ ରହିଥିଲେ। ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଆଜି…

ସାମାନ୍ୟ ବଚସାକୁ ନେଇ ବୋମା ମାଡ଼

ବ୍ୟୁରୋ: ସାମାନ୍ୟ ଘଟଣାକୁ ନେଇ ଘଟିଛି ବୋମା ମାଡ଼। ଜଟଣୀ ଥାନା ଅଧିନ ତରାବୋଇ ଗ୍ରାମରେ କଥା କାଟାକଟିକୁ ନେଇ, ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁ ମୁହିଁ । ବିଳମ୍ବିତ ରାତିରେ କରିଛନ୍ତି ବୋମାମାଡ଼। ଏଥିରେ କିଛି ବାଇକ ଭାଙ୍ଗି ଥିବାର…

ଭାଉଜକୁ କୂଅକୁ ଠେଲି ଦିଅର ଗିରଫ

ବ୍ୟୁରୋ : ଭାଉଜ ହେଉଛି ମା’ ସମାନ। କିନ୍ତୁ ଭାଉଜକୁ କୂଅକୁ ଠେଲି ମାରିବାକୁ ଉଦ୍ୟମ କରିବା ଘଟଣାରେ, ଜଟଣୀ ପୋଲିସ ଦିଅରକୁ କରିଛି ଗିରଫ। ସୂଚନା ମୁତାବକ ଜଟଣୀ ଥାନା ଅଧିନ କୁଦିଆରୀ ଗ୍ରାମର ଅଜୟ କୁମାର ମହାରଣା, ଭାଉଜକୁ…

ଗୃହ ମାଲିକଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ଲୁଟ୍ ନେଲେ, ଘର କାମ କରୁଥିବା ସେବିକା

ବ୍ୟୁରୋ: ଘର କାମ କରିବାକୁ ସେବିକା ରଖିଛନ୍ତି କି? ତେବେ ହେଇଯାନ୍ତୁ ସାବଧାନ। ନିଜ ମୋବାଇଲ ଆଉ ବ୍ୟାଙ୍କ ତଥ୍ୟକୁ ସେବିକାଙ୍କ ଠାରୁ ରଖନ୍ତୁ ଦୂରରେ। ନହଲେ ଆପଣ ବି ହୋଇପାରନ୍ତି ସେବିକାଙ୍କ ଲୁଟ୍ ର ଶିକାର। ଜଣେ ସେବିକାଙ୍କ ଲୁଟ୍…

ଭାଇ ଗୁଳି ମାଡରେ ଭଉଣୀର ମୃତ୍ୟୁ

ବ୍ୟୁରୋ: ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାଖୀ। ଆଉ ଭାଇ ରାଖୀ ବଦଳରେ ଭଉଣୀକୁ ଦେଇଥାଏ ସୁରକ୍ଷାର ପ୍ରତିଶ୍ରୁତି। ହେଲେ ଆଜି ଜଣେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବା ବଦଳରେ, ନେଇଛି ତାର ଜୀବନ। ଏଭଳି…

ଜଟଣୀରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବ୍ୟୁରୋ: ଦିନ କୁ ଦିନ ସମାଜରେ ବଢିଚାଲିଛି ସାଇବର ଅପରାଧ। ଏହି ସାଇବର ଅପରାଧ ଠାରୁ କିପରି ନିଜକୁ ଦୁରେଇ ରଖିପାରିବେ, ତାହାକୁ ନେଇ ରାଜ୍ୟ ବ୍ୟାପି ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଆଜି କମିଶନରେଟ ପୋଲିସ ପକ୍ଷରୁ ଜଟଣୀ ସେଞ୍ଚୁରିୟାନ…

ଗୋମାଂସ ବୋଝେଇ ଟ୍ରକ ଅଟକ।

ବ୍ୟୁରୋ: ଗୋମାଂସ ବୋଝେଇ ଟ୍ରକକୁ ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତ୍ତା। ୧୬ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ ଦେଇ, ଏକ ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗୀ ଦଳର କର୍ମକର୍ତ୍ତା ମାନେ ଟ୍ରକକୁ ଅଟକାଇଥିଲେ। ଏହି ଟ୍ରକ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୫ଗିରଫ ।

ବ୍ୟୁରୋ: ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଆଡ୍ଡା। ଜଙ୍ଗଲକୁ ଭାବିଥିଲେ ସୁରକ୍ଷିତ ସ୍ଥାନ । ବେଧଡକ ଭାବେ ଚଲାଇଥିଲେ ଜୁଆ ଖେଳ। ବିଶେଷ ସୂତ୍ରରୁ ପୋଲିସ ଖବରପାଇ, ସେମାନଙ୍କୁ ମାଡି ବସିଥିଲା । ଆଉ ସେମାନଙ୍କ ଠାରୁ ଟଙ୍କା, ବାଇକ୍, ମୋବାଇଲ…

ପଶ୍ଚିମବଙ୍ଗର ନିଶା ମାଫିଆ, ଖୋର୍ଦ୍ଧା ପୋଲିସ ପଞ୍ଜାରେ

ବ୍ୟୁରୋ: ଖୋର୍ଦ୍ଧା ପୋଲିସକୁ ମିଳିଲା ଆଉ ଏକ ବଡ଼ ସଫଳତା। ପଶ୍ଚିମବଙ୍ଗର ନିଶା ମାଫିଆକୁ ଖୋର୍ଦ୍ଧା ପୋଲିସ କଲା କବଜା। ସୂଚନା ଅନୁସାରେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଗୁରୁଜଙ୍ଗ ହଳଦିଆ ରାସ୍ତାରୁ ଦୁଇ ଜଣ ନିଶା…