Category: ବ୍ରେକିଂ ନ୍ୟୁଜ୍

ହାଇଟେକ ଟ୍ରାଜେଡିରେ ଚିକିତ୍ସିତ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ

ବ୍ୟୁରୋ: ହାଇଟେକ ମେଡିକାଲରେ ଘଟିଥିବା ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ମୃତ୍ୟୁ ଘଟିଛି। ଡିସେମ୍ବର ୨୯ ତାରିଖରେ ହାଇଟେକ ମେଡିକାଲର ଏସି ମରାମତି ହେବା ସମୟରେ ଏକ ବିସ୍ଫୋରଣ ହୋଇଥିଲା, ସେଥିରେ…

୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ

ବ୍ୟୁରୋ: ୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ । ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ୧୪୭ ଆସନ ପାଇଁ କାମ କରିବେ ବୋଲି ବୈଠକରେ କହିଛନ୍ତି ପାଣ୍ଡିଆନ। ବୈଠକରେ…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

ବ୍ୟୁରୋ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ, ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ, ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମପୁର – ପୁରୀ ସ୍ୱତନ୍ତ୍ର ଟ୍ରେନ : 08464/08463 ବ୍ରହ୍ମପୁର – ପୁରୀ -ବ୍ରହ୍ମପୁର…

ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ

ବ୍ୟୁରୋ: 5T ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରଶାସନିକ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ଶ୍ରୀ ପାଣ୍ଡିଆନ ଆବେଦନ କରିଥିବା ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରୁଛି। ଭିଆରଏସ ମିଳିବା ପରେ…

ଠିକାଦାରଙ୍କ ଘରୁ ମିଳିଲା ୪୨ କୋଟି

ବ୍ୟୁରୋ: ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ ଟି ପେଟିରେ ରହିଥିଲା ଏହି ୪୨ କୋଟି ଟଙ୍କା । ୫୦୦ ଟଙ୍କା ମୂଲ୍ୟର ସମସ୍ତ ଟଙ୍କା ୨୩ଟି ପେଟିରେ ଭର୍ତ୍ତି ହୋଇରହିଥିଲା। ସୂଚନା ମୁତାବକ କର୍ଣ୍ଣାଟକର…

ସମ୍ବାଦର ସମ୍ପାଦକ ଦାୟିତ୍ୱ ନେଲେ ତନୟା ପଟ୍ଟନାୟକ

ବ୍ୟୁରୋ: ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ । ସେ ନିଜର ବ୍ୟକ୍ତିଗତ କାରଣ ପାଇଁ ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ପଦ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ମଧ୍ୟ ଅବ୍ୟାହତି…

ବିଜେଡି ଦଳରୁ ବହିଷ୍କୃତ ହେଲେ ଦୁଇ ବିଧାୟକ।

ବ୍ୟୁରୋ: ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୋଖରୀରୁ ଯୁବକଙ୍କ ମୃତଦେହ ହେଲା ଉଦ୍ଧାର।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କୁସୁମାଟି ପୋଖରୀରୁ ଆଜି ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜଟଣୀ ପୁଲିସ। ମୃତ ଯୁବକ ହେଉଛନ୍ତି, କୁସୁମାଟି ପୋଖରୀ ସାହିର ଜ୍ୟୋତିପ୍ରକାଶ ରାଉତରାୟ। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଜଟଣୀ ପୁଲିସ ମୃତଦେହକୁ ଜବତ…

ଗଣେଷ ପୂଜା ଆଗରୁ ଫୁ୍ଡ଼୍ ସେଫ୍ଟି ଅଧିକାରୀଙ୍କ ଚଢ଼ାଉ।

ବ୍ୟୁରୋ : ଖାଦ୍ୟକୁ ସୁସ୍ଵାଦ କରିବା ପାଇଁ ଖାଦ୍ୟ ଜିନିଷ ହେଉଥିଲା ଅପମିଶ୍ରଣ। ଖାଦ୍ୟକୁ ଆକର୍ଷଣ କରିବା ପାଇଁ ମିଶୁଥିଲା ରଙ୍ଗ। ଏଭଳି କିଛି ଅଭିଯୋଗ ପାଇ ଆଜି ଜଟଣୀର ୮ଟି ଦୋକାନରେ ଚଢ଼ାଉ କରିଛି ଫୁଡ଼୍ ସେଫ୍ଟି ବିଭାଗ। ଆଗକୁ…

ଉପସଭାପତି ପଦରୁ ହଟିଲେ ସୌମ୍ୟ ରଞ୍ଜନ ।

ବ୍ୟୁରୋ : ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ, ଆଜି ବିଜେଡି ଦଳର ଉପସଭାପତି ପଦରୁ ହଟାଇଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୌମ୍ୟଙ୍କ ସମ୍ପାଦକୀୟ ଲେଖା ଓ ଗଣମାଧ୍ୟମରେ ବାଇଟ ରହିଥିଲା ଖୁବ ଚର୍ଚ୍ଚାରେ ।