ବ୍ୟୁରୋ: ଚନ୍ଦ୍ରୟାନ- ୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଜଟଣୀ ବିଜେପି ନଗର ମଣ୍ଡଳ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଜଟଣୀ ସୀତାରାମ ଛକରେ ଜଟଣୀ ବିଜେପି ନଗର ମଣ୍ଡଳର ସଭାପତି ତିରୁପତି ଶତପଥୀଙ୍କ ନେତୃତ୍ୱରେ  କର୍ମକର୍ତ୍ତା ମାନେ ଏକାଠି ହୋଇ  ଲୋକମାନଙ୍କୁ ମିଠା ବାଣ୍ଟି ଚନ୍ଦ୍ରୟାନ- ୩ର ସଫଳତାର ଖୁସୀ ମନାଇଥିଲେ। ରାଜ୍ୟ ସ୍ୱଚ୍ଛ ଭାରତର ସଂଯୋଜକ ମହେଶ ମିଶ୍ର, ପ୍ରଶାନ୍ତ ପ୍ରଧାନ , ପ୍ରଦୀପ ଜେନା, ନାଗ ଭୂଷଣ ରାୟ, ରଘୁ ନାୟକ, ସିଦ୍ଧାର୍ଥ ପାତ୍ର, ଦିଲ୍ଲିପ ବିଶ୍ଵାଳ, ନଳନୀ ସ୍ୱାଇଁ, ଦେଵ ଜାଲି , ଗଦା ବରାଳ, ସନ୍ତୋଷ ଶାସ୍ତ୍ରୀ, ନାରାୟଣ ମହାନ୍ତି ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *