Author: Kalinga Today

ଆସିଲା SOP, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ବ୍ୟୁରୋ: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ଆସନ୍ତା କାଲିଠାରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମନ୍ତ୍ରୀ…

ଜଗନ୍ନାଥଙ୍କ ଭଜନ ଗାଉଗାଉ ଟଳି ପଡିଲେ ଅତିରିକ୍ତ ଜିଲ୍ଲାପାଳ

ବ୍ୟୁରୋ: ଷ୍ଟେଜରେ ଛିଡା ହୋଇ ପ୍ରଭୁ ଜଗନ୍ନାଥଙ୍କ ‘ଭକତ ବିଦୁର’ ଭଜନ ଗାଉଥିବା ବେଳେ ଟଳି ପଡିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ସ୍ବର୍ଗତ ଶ୍ରୀ ଦାସ ଗାଉଥିବା ଭାଜନ ର ଶେଷ ଧାଡ଼ି ଥିଲା ନଶୁଣ…

ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାସ ମେମୋରିଆଲ‌୍ ପୁରସ୍କାର ପ୍ରଦାନ

ବ୍ୟୁରୋ: ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ୨୦୨୩-୨୪ ଶିକ୍ଷାବର୍ଷରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସଭା କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୨-୨୩ ଉତ୍କଳ…

କାଲି ଜଟଣୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ବ୍ୟୁରୋ : ଆସନ୍ତା କାଲି ଜୁଲାଇ ୯ ତାରିଖରେ ଜଟଣୀ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ନାଇଜର ର ୧୩ତମ ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗଦେବେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ସମ୍ମାନୀତ ଅତିଥିଭାବେ ଓଡିଶାର ରାଜ୍ଯପାଳ…

ଗାତ ହୋଇଗଲା ଆଇଗିଣିଆ ଫ୍ଲାଏ ଓଭର ବ୍ରିଜ

ବ୍ୟୁରୋ : ଗାତ ହୋଇଗଲା ଆଇଗିଣିଆ ଫ୍ଲାଏ ଓଭର ବ୍ରିଜ । ୪୦୭ ମିନି ଟ୍ରକର ଓଜନ ସମ୍ଭାଳି ପାରିଲାନି ଏହି ନୂଆ କରି ନିର୍ମାଣ ହୋଇଥିବା ଫ୍ଲାଏ ଓଭର ବ୍ରିଜ। କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିଲା ଏହି…

ଜଟଣୀ ଗଣେଶ ମହୋତ୍ସବ ଭୂମି ପୂଜା

ବ୍ୟୁରୋ : ଜଟଣୀ ଗଣେଶ ମହୋତ୍ସବ ପାଇଁ ଆଜି ପବିତ୍ର ରଥଯାତ୍ରାରେ, ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ ପରିସରରେ ଭୂମି ପୂଜା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି କଳିଙ୍ଗ ଯୁବ ପରିଷଦ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୭ତାରିଖ ଗଣେଶ ପୂଜା ଦିନ…

ଜଟଣୀରେ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ୟୁରୋ: ପ୍ରାଣନାଥ ଫାଉଣ୍ଡେସନ ଏବଂ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଉଭୟ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ତଥା ନୋଟାରୀ ପବ୍ଲିକ ଅବନୀ କୁମାର ରାଉତରାୟଙ୍କ…

ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବ୍ୟୁରୋ: ଜଟଣୀ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ନିକଟରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଛି। ଗତ ୦୧ ତାରିଖରେ ଅଙ୍କୁରାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିବସରେ ଜଳ ଯାତ୍ରା, ସୂର୍ଯ୍ୟ ପୂଜା,ଶାଲା ପୂଜା,ମଣ୍ଡପ…

ନାଇଜର ର ୧୩ତମ ସ୍ନାତକ ସମାରୋହରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ

ବ୍ୟୁରୋ: ଆସନ୍ତା ଜୁଲାଇ ୯ ତାରିଖରେ ଭୁବନେଶ୍ୱର ନାଇଜର ର ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗଦେବେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ସମ୍ମାନୀତ ଅତିଥିଭାବେ ଓଡିଶାର ରାଜ୍ଯପାଳ ମାନ୍ଯବର ରଘୁବର ଦାସ, ମୂଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ…

ଜଟଣୀ ସୁଶୀଳା ଦେବୀ ବିଦ୍ୟାପୀଠରେ ବୃକ୍ଷ ରୋପଣ

ବ୍ୟୁରୋ: ଜଟଣୀ ବାଛରା ସୁଶୀଳା ଦେବୀ ବିଦ୍ୟାପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ହିଁ ଜୀବନ, ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ପରିବେଶ ପାଇଁ ବୃକ୍ଷର ନିତାନ୍ତ ଆବଶ୍ୟକ ଏଭଳି ଅନେକ ଶିକ୍ଷଣୀୟ ବାର୍ତ୍ତା ଜଟଣୀ ବ୍ଲକ…