Author: Kalinga Today

ପ୍ରତିଷ୍ଠା ହେଲା ସାଧନା ଆର୍ଟ୍ ଆଣ୍ଡ କଲଚର୍ ର ମୁଖ୍ୟ କାର୍ଯ୍ୟାଳୟ

ବ୍ୟୁରୋ, ୦୩/୦୨: କଳା ଓ ସଂସ୍କୃତି ଭିତିକ ସାମାଜିକ ସଂଗଠନ ” ସାଧନା ଆର୍ଟ୍ ଆଣ୍ଡ କଲଚର୍ “ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଉପକଣ୍ଠ କଣ୍ଟିଲୋ, ହାଇଟେକ୍ ଛକ, ସୁନ୍ଦରପଦାରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି…

ନଗେଶ୍ୱର ମହାଦେବଙ୍କ ପୀଠରେ ମହାରୁଦ୍ର ମହାଯଜ୍ଞ

ବ୍ୟୁରୋ, ୦୩/୦୨: ଜଟଣୀ ଜଗନ୍ନାଥପୁର ସ୍ଥିତ ଶ୍ରୀଶ୍ରୀ ନଗେଶ୍ୱର ମହାଦେବଙ୍କ ପୀଠରେ ବିଂଶତମ ବାର୍ଷିକ ମହାରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୩୦ତାରିଖ ଠାରୁ ଠାରୁ ଯଜ୍ଞ ଆରମ୍ଭ ହୋଇ ଗତ କାଲି ଶ୍ରୀପଞ୍ଚମୀରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା। ୩୧ ତାରିଖରେ…

ସିଦ୍ଧ ମହାବୀରଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

ବ୍ୟୁରୋ, ୦୩/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ମୁଣ୍ଡଳ ଗ୍ରାମରେ ସିଦ୍ଧ ମହାବୀର ଦେବଙ୍କ ୧୭ ତମ ବାର୍ଷିକ ଉତ୍ସବ ତଥା ବିଶ୍ଵଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଠାରୁ ଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାର ଦିନ…

ମା ଶାରଳାଙ୍କ ପୀଠରେ ସରସ୍ବତୀ ପୂଜା

ବ୍ୟୁରୋ, ୦୩/୦୨: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ପୀଠରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମା ଙ୍କର ସମସ୍ତ ନୀତି ସରିବା ପରେ ମଧ୍ୟାନ ଧୂପ ଅନୁଷ୍ଠିତ ହୋଇ ପହୁଡ଼ ହୋଇଥିଲା। ଅପରାହ୍ନରେ ଠାକୁରାଣୀଙ୍କ…

ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କଲେ ହେବ ଠେଙ୍ଗା ପାହର

ବ୍ୟୁରୋ, ୦୩/୦୨: ମାଆ ବାରଭୂଜାଙ୍କ ପାଖରେ ପୂଜା ହେଲା ଶହେ ଠେଙ୍ଗା । ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସମସ୍ତ ସହଯୋଗୀ ମାନେ ଆଜି ମାଙ୍କ ପାଖରେ ଠେଙ୍ଗା ପୂଜା କରିଛନ୍ତି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି…

ବିଶିଷ୍ଟ ସମାଜ ସେବିକା ରତ୍ନମଣି ଦେବୀଙ୍କ ପଞ୍ଚମ ବାର୍ଷିକ ସ୍ମୃତି ଚାରଣ ସଭା

ବ୍ୟୁରୋ: ଜଟଣୀ ଅଞ୍ଚଳର ବିଶିଷ୍ଟ ସମାଜସେବିକା ସ୍ବର୍ଗତା ରତ୍ନମଣି ଦେବୀଙ୍କ ପଞ୍ଚମ ବାର୍ଷିକ ସ୍ମୃତି ଚାରଣ ସଭା ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ…

ସାହିତ୍ୟ ହିଁ ଜୀବନ ଜିଇଁବାର ଅନନ୍ୟ ମାଧ୍ଯମ

ବ୍ୟୁରୋ: ସାହିତ୍ୟ ସର୍ବଦା କାଳଜୟୀ । କାଳଜୟୀ ସାହିତ୍ୟ ଆତ୍ମାର କଥା କହେ । ଦରଦୀ ହୃଦୟର ମର୍ମକୁ ସ୍ପର୍ଶ କରେ । ସାହିତ୍ୟ ହିଁ ଜୀବନ ଜିଇଁବାର ଅନନ୍ୟ ମାଧ୍ୟମ , ଯାହା ମସ୍ତିଷ୍କରେ ତଥା ହୃଦୟରେ ଅନୁଭୂତ ହୁଏ,…

ପାଠ ପଢିବା ସମୟର ଅଭୁଲା ସ୍ମୃତି କୁ ମନେ ପକାଇଲେ

ବ୍ୟୁରୋ : ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରାତନ ଛାତ୍ର ସଂଘ ପକ୍ଷରୁ ମହାଆଡମ୍ବରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝରଣା ସ୍ୱାଇଁ ଉତ୍ସବରେ ସଭାପତିତ୍ୱ କରିଥିଲେ। ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ବିଜେପି…

ଗାନ୍ଧୀ ବିଚାର ଧାରା ସମଗ୍ର ବିଶ୍ବରେ ସର୍ବଶ୍ରେଷ୍ଠ

ବ୍ୟୁରୋ : ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ଜଟଣୀ ଗାନ୍ଧୀ ପାର୍କ ପରିସରରେ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଗାନ୍ଧୀ ବିଚାରଧାରା ସମଗ୍ର ବିଶ୍ଵରେ ସର୍ବଶ୍ରେଷ୍ଠ…

ଆଇଆଇଟି ଭୁବନେଶ୍ବରରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ବ୍ୟୁରୋ: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଜଟଣୀ କ୍ୟାମ୍ପସରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର ଚାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ସୁରକ୍ଷା ୟୁନିଟ୍, ନ୍ୟାସନାଲ କ୍ୟାଡେଟ୍…