ଜେଲ ଗଲେ କୁବେର ସରକାରୀ ବାବୁ ପ୍ରଶାନ୍ତ
ବ୍ୟୁରୋ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଗଲେ, ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଶୁକ୍ରବାର ପ୍ରଶାନ୍ତଙ୍କ ସରକାରୀ ବାସଭବନ ସହ ୯ଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ପ୍ରଶାନ୍ତ ଠାରୁ ୫ କୋଟି…
ବ୍ୟୁରୋ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଗଲେ, ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଶୁକ୍ରବାର ପ୍ରଶାନ୍ତଙ୍କ ସରକାରୀ ବାସଭବନ ସହ ୯ଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ପ୍ରଶାନ୍ତ ଠାରୁ ୫ କୋଟି…
ଜଟଣୀ: ଜଟଣୀ ପୌର ପରିଷଦ ଅଧିନ ବାଛରା ପାହାଡ଼ ଉପରେ ନିର୍ମାଣ ହେବ ପାର୍କ। ଏଥିପାଇଁ ଜଟଣୀ ପୋୖର ପରିଷଦ ସଜବାଜ ହେଉଥିବା ବେଳେ ସେଥିରେ ପଶିଛି ଏବେ କେଁ। ପାହାଡ଼କୁ ଲାଗି ଗଢି ଉଠିଥିବା ବସ୍ତି ବାସିନ୍ଧା ଏବେ, ଥଇଥାନ…
ବ୍ୟୁରୋ: ଭିଜିଲାନ୍ସ ଜାଲରେ କୁବେର ବାବୁ। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ୩କୋଟିରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କଲାଣି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ନାମରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ବିଭାଗ ପାଇବା ପରେ।…
ବ୍ୟୁରୋ: ନୟାଗଡ ଜିଲ୍ଲା ଖଣ୍ଡପଡା ସାତପାଟଣାର, ଅସହାୟ ଲକ୍ଷ୍ମୀ ନାଏକଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼େଇଲା, ରାଜ୍ୟ ବିଶ୍ୱକର୍ମା ମହାସଭା ଓ ଜଟଣୀ ରାଣୀପୁରର ସ୍ବେଛାସେବୀ ସଂଗଠନ ବାପା ମା ସେବାଶ୍ରମ ଟ୍ରଷ୍ଟ । ସୂଚନା ଅନୁଯାୟୀ ଲକ୍ଷ୍ମୀଙ୍କ ପରିବାରର ସମସ୍ତ…
ଜଟଣୀ: ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ରେଲୱେ ଷ୍ଟାଡିୟମରେ “ଆନ୍ତର୍ଜାତୀୟ ଯୋଗ ଦିବସ” ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ର ସଭାନେତ୍ରୀ…
ଖୋର୍ଦ୍ଧା: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ମହାପ୍ରଭୁଙ୍କ ତିନି ରଥକୁ ସୋଲ ଫୁଲରେ ସଜେଇବେ ରାଜକିଶୋର। ସୁନ୍ଦର ଦେଖାଯିବ ତିନି ରଥ। ଦୀର୍ଘ ୧୯ବର୍ଷ ଧରି, ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋର ନିୟକ ଯୋଗାଇ ଆସୁଛନ୍ତି ତିନିରଥ ପାଇଁ…
ଜଟଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ଜଟଣୀରେ ପାଳିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ଜଟଣୀ ମିଲ୍ ପୋଖରୀରେ ତିଲତର୍ପଣ କରାଯାଇଥିଲା। ପରେ ସଂଘଠନର କର୍ମକର୍ତ୍ତା ମାନେ ଗୋପବନ୍ଧୁ ପାର୍କ…
ଜଟଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରି , ନିଜକୁ ଲୋକମାନଙ୍କ ସେବାରେ ଉତ୍ସର୍ଗ କରିବାକୁ, ଜଟଣୀ ରାଣୀପୁର ବାପା ମା’ ସେବାଶ୍ରମରେ, ଆୟୋଜିତ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କର, ୯୫ତମ ଶ୍ରାଦ୍ଧୋତ୍ସବରେ ସମସ୍ତେ ଶପଥ ନେଇଥିଲେ। ଏହି ଶ୍ରାଦ୍ଧୋତ୍ସବରେ ଅତିଥି…
ଜଟଣୀ: ଏକ ଗୋରୁ ଚମଡା ବୋଝେଇ ପିକଅପ ଭ୍ୟାନକୁ , ରାସ୍ତା ତଳକୁ ଓଲଟାଇ ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ବ୍ଲକ ଅଧିନ ଓରକଳ ବଜାର ହାଇଟେକ ଛକରେ । ସୂଚନା ମୁତାବକ ଜଟଣୀ…
ବ୍ୟୁରୋ: ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ନାଁରେ, ନକଲି ଅବଢ଼ା ରୋଷେଇ ହେଉଥିବା ଖବର ଏବେ ସମସ୍ତିଙ୍କୁ ଚକିତ କରିଦେଇଛି। ମହାପ୍ରଭୁଙ୍କ ଅଣବସର ନୀତି ଚାଲିଥିବାରୁ ପ୍ରତିଦିନ ଅବଢ଼ା ବାହାରିବାରେ ବିଳମ୍ବ ହେଉଛି। ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟକ୍ତି,…