Author: Kalinga Today

ଭାଉଜକୁ କୂଅକୁ ଠେଲି ଦିଅର ଗିରଫ

ବ୍ୟୁରୋ : ଭାଉଜ ହେଉଛି ମା’ ସମାନ। କିନ୍ତୁ ଭାଉଜକୁ କୂଅକୁ ଠେଲି ମାରିବାକୁ ଉଦ୍ୟମ କରିବା ଘଟଣାରେ, ଜଟଣୀ ପୋଲିସ ଦିଅରକୁ କରିଛି ଗିରଫ। ସୂଚନା ମୁତାବକ ଜଟଣୀ ଥାନା ଅଧିନ କୁଦିଆରୀ ଗ୍ରାମର ଅଜୟ କୁମାର ମହାରଣା, ଭାଉଜକୁ…

ଜଟଣୀରେ ଶିଶୁଙ୍କ ପାଇଁ ହେବ କ୍ୟାନ୍ସର ହସ୍ପିଟାଲ

ବ୍ୟୁରୋ: ଶିଶୁ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ, ଏହାକୁ ଲକ୍ଷ୍ୟ ରଖି ଜଟଣୀ ନାଇଜର ପରିସରରେ ହେବାକୁ ଯାଉଛି, ଶିଶୁ ମାନଙ୍କ ପାଇଁ ଆଉ ଏକ କ୍ୟାନସର ହସ୍ପିଟାଲ । ଏହି ହସ୍ପିଟାଲରେ କେବଳ ଛୋଟ ପିଲାଙ୍କ…

ଆରପାରିରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ

ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ପରଲୋକ ହୋଇଛି। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ଭାବେ ସମସ୍ତିଙ୍କ ପାଖରେ ପରିଚିତ ଥିଲେ । ସ୍ବରୂପ ନାୟକ ୭୦ରୁ ଅଧିକ ଓଡ଼ିଆ…

ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ

ବ୍ୟୁରୋ: 5T ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରଶାସନିକ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ଶ୍ରୀ ପାଣ୍ଡିଆନ ଆବେଦନ କରିଥିବା ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରୁଛି। ଭିଆରଏସ ମିଳିବା ପରେ…

ରଘୁବର ଦାସ ଓଡ଼ିଶାର ନୂତନ ରାଜ୍ୟପାଳ

ବ୍ୟୁରୋ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସ ହେବେ ଓଡ଼ିଶାର ନୂତନ ରାଜ୍ୟପାଳ । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନରେ, ଓଡ଼ିଶାର…

କୋଶରଡା ଜଙ୍ଗଲରୁ ମହୁଲୀ ମଦ ସହ ପୋଚ ଜବତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜଙ୍ଗଲରେ ଆଜି ଅବକାରୀ ବିଭାଗ କରିଛି ବଡ ଧରଣର ଚଢ଼ାଉ। ଆଉ ବିପୁଳ ପରିମାଣର ମହୁଲୀ ମଦ ସହ ପୋଚ କରିଛି ଜବତ। ସୂଚନା ମୁତାବକ ବାଣପୁର ଥାନା ଅଧିନ କୋଶରଡା ଜଙ୍ଗଲରେ ବହୁ ଦିନ…

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ବ୍ୟୁରୋ: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ଆଜି ପରଲୋକ ହୋଇଛି। ଶ୍ରୀ ସାମନ୍ତରାୟ ଗତ କିଛି ମାସ ହେବ ଅସୁସ୍ଥ ରହିଥିଲେ । ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ, ସେ…

୨୦୨୪ ପାଇଁ ସୁରଜଙ୍କ ରଣନୀତି

ବ୍ୟୁରୋ: ୨୦୨୪ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି। ୨୦୨୪ରେ କିଏ କେଉଁ ଦଳରୁ ଟିକେଟ ପାଇବ ସେଥିପାଇଁ ସମସ୍ତେ କରୁଛନ୍ତି କସରତ୍। ୨୦୨୪ ନିର୍ବାଚନରେ ଅନେକ ନୂଆ ମୁହଁ ଦେଖିବେ ଜନତା। ସେଥିପାଇଁ ଏବେ ନୂଆ ନେତାମାନେ…

ଠିକାଦାରଙ୍କ ଘରୁ ମିଳିଲା ୪୨ କୋଟି

ବ୍ୟୁରୋ: ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ ଟି ପେଟିରେ ରହିଥିଲା ଏହି ୪୨ କୋଟି ଟଙ୍କା । ୫୦୦ ଟଙ୍କା ମୂଲ୍ୟର ସମସ୍ତ ଟଙ୍କା ୨୩ଟି ପେଟିରେ ଭର୍ତ୍ତି ହୋଇରହିଥିଲା। ସୂଚନା ମୁତାବକ କର୍ଣ୍ଣାଟକର…

ମୁଁ ବଞ୍ଚିବାକୁ ଚାହେଁ

ବ୍ୟୁରୋ: ରାସ୍ତା ଉପରେ ବସି, ବଞ୍ଚିବା ଆଶାରେ ଯୁବକ ଜଣଙ୍କ ମାଗୁଛନ୍ତି ସମସ୍ତିଙ୍କୁ ସାହାଯ୍ୟ, ହେଲେ କେହି ସାହାଯ୍ୟର ହାତ ବଢ଼ାଉ ନାହାନ୍ତି ଯୁବକଙ୍କୁ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି, ରାଜ୍ୟ ରାଜଧାନୀ ନିକଟ ଜଟଣୀ ସହରରେ। ଜଟଣୀ…