Author: Kalinga Today

ଏକାଦଶ ସମାବର୍ତ୍ତନ ଉତ୍ସବ ପାଳିଲା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ

ବ୍ୟୁରୋ: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାଶଙ୍କ ଅଧ୍ୟକ୍ଷତାରେ ତଥା ସମ୍ମାନୀୟ ଅତିଥି, ମାନ୍ୟବର ବିଚାରପତି ଶ୍ରୀ ସିଟି ରବିକୁମାର, ଭାରତ ସର୍ବୋଚ୍ଚ ନ୍ୟାୟାଳୟ, ଶ୍ରୀ ପୁଷ୍ପ କୁମାର…

ଦୁଇ ପିଲାଙ୍କୁ କାନ୍ଧରେ ବୋହି, ମାନସିକ ପୂରଣ କଲେ ଅଜୟ

ବ୍ୟୁରୋ: ଜଟଣୀ କୁସୁମାଟି ଗ୍ରାମର ଅଜୟ କୁମାର ଖୁମାରି, ଆଜି ବାହୁଙ୍ଗିରେ ଭାରା କରି ଦୁଇ ପିଲାଙ୍କୁ, ଜଟଣୀ କୁସୁମାଟିରୁ କାନ୍ଧରେ ବାହୁଙ୍ଗି ବୋହି ଖାଲି ପାଦରେ ଚାଲି ଚାଲି ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ସୂଚନା…

ମା’ ବଗଳାମୁଖୀଙ୍କ ପୀଠରେ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ

ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁର ବଜାରସ୍ଥିତ ପୋଷ୍ଟାଲ କଲୋନୀ ଠାରେ ଭଗବତୀ ଶ୍ରୀଶ୍ରୀ ବଗଳାମୁଖୀ ଦେବୀଙ୍କ ଦ୍ଵିତୀୟ ବର୍ଷିକ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ, ମାର୍ଗଶିର ମାସ ଗତ ୧ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୭ତାରିଖ ଗୁରୁବାର ଦିନ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହୋଇଯାଇଛି।…

ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୭ତମ ଜୟନ୍ତୀ ପାଳିତ

ବ୍ୟୁରୋ : ମହାନ ସାଧନତା ସଂଗ୍ରାମୀ, ଜନନେତା, ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୭ତମ ଜୟନ୍ତୀ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ।ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନର ସଭାପତି…

ଭିନ୍ନକ୍ଷମ ଆଇନସେବା ଶିବିର

ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଆଇନସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ…

ଜଟଣୀରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୨୨ନମ୍ବର ୱାର୍ଡରେ, ଜଟଣୀ ତାଲୁକ୍ ଲିଗାଲ୍ ସର୍ଭିସ କମିଟି ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ଜେ.ଏମ୍.ଏଫ୍.ସି. ଶ୍ରୀମତୀ ହିତାଶ୍ରୀ ବେହେରା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ସରକାର…

ସାମାନ୍ୟ ବଚସାକୁ ନେଇ ବୋମା ମାଡ଼

ବ୍ୟୁରୋ: ସାମାନ୍ୟ ଘଟଣାକୁ ନେଇ ଘଟିଛି ବୋମା ମାଡ଼। ଜଟଣୀ ଥାନା ଅଧିନ ତରାବୋଇ ଗ୍ରାମରେ କଥା କାଟାକଟିକୁ ନେଇ, ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁ ମୁହିଁ । ବିଳମ୍ବିତ ରାତିରେ କରିଛନ୍ତି ବୋମାମାଡ଼। ଏଥିରେ କିଛି ବାଇକ ଭାଙ୍ଗି ଥିବାର…

ବିଜେଡିରେ ଯୋଗ ଦେଲେ ଭିକେ ପାଣ୍ଡିଆନ

ବ୍ୟୁରୋ: ବିଜେଡି ଦଳରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ଶ୍ରୀ ପାଣ୍ଡିଆନ୍ । ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍ ଏବେ ବିଜୁ…

ପ୍ରଥମ ଓଡିଆ ବାଚସ୍ପତି ସ୍ବର୍ଗତ ରବି ରାୟଙ୍କ ୯୭ତମ ଜୟନ୍ତୀ ପାଳିତ

ବ୍ୟୁରୋ : ବିଶିଷ୍ଟ ସାଧନତା ସଂଗ୍ରାମୀ ଗାନ୍ଧୀବାଦୀ ତଥା ସମାଜବାଦୀ ଚିନ୍ତା ନାୟକ, ଲୋକସଭାର ପ୍ରଥମ ଓଡିଆ ବାଚସ୍ପତି, ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରବି ରାୟଙ୍କର ୯୭ତମ ଜୟନ୍ତୀ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ୩୮ତମ ବାର୍ଷିକ କ୍ରୀଡା ଉତ୍ସବ

ବ୍ୟୁରୋ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା ଉତ୍ସବ ଦୁଇ ଦିନ ଧରି ଚାଲିଥିବା ବେଳେ, ଉଦଘାଟନ ଉତ୍ସବରେ ଅତିଥି ଭାବେ ଶିକ୍ଷାବିତ ତ୍ରିଲୋଚନ ମହାପାତ୍ର ଯୋଗଦେଇଥିଲେ। ଶ୍ରୀ…