Author: Kalinga Today

ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ୟୁରୋ: ଜଟଣୀ ଥାନା ଅଧିନ ପାଇକରାପୁର ଅଞ୍ଚଳର ଏକ ବନ୍ଦ କୋଠରୀରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଉଛନ୍ତି ପବିତ୍ର ମନୋହରି । ସ୍ଥାନୀୟ ଲୋକଙ୍କ କହିବା କଥା ପବିତ୍ର ଏକ ଘରୋଇ…

ଅବସରପ୍ରାପ୍ତ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବ୍ୟୁରୋ: ଜଟଣୀ ଥାନା ଅଧିନ ରାମଚନ୍ଦ୍ରପୁର ୱାଟକୋ କାର୍ଯ୍ୟାଳୟର ପାଣି ଟାଙ୍କି ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିଛି ଜଟଣୀ ପୋଲିସ। ବ୍ୟକ୍ତି ଜଣଙ୍କ ବେକରେ ଗାମୁଛା ବାନ୍ଧି କଇଁଆ ଗଛ ଡାଳରେ ଝୁଲିଥିବା ସ୍ଥାନୀୟ…

ନାମାଙ୍କନ ପତ୍ର ଦାଖଲ କଲେ ବିଭୁତି ବଳବନ୍ତରାୟ

ବ୍ୟୁରୋ: ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ଦଳରୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଭୁତି ଭୂଷଣ ବଳବନ୍ତରାୟ। ବିଭୁତି ବଳବନ୍ତରାୟ ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଯାଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ…

ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ମହିଳା ବିଧାୟକ ପ୍ରାଥୀ ସୁନିତା

ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତା ମାନେ ତାଙ୍କର ପ୍ରଚାର ସେତିକି ଜୋରସୋରରେ କରୁଛନ୍ତି। ଲୋକମାନଙ୍କ ପାଖରେ ପହଞ୍ଚି ନିଜର ପ୍ରଚାର କରିବା ସହ, ନିର୍ବାଚନରେ ଜିତିଲେ କଣ ସବୁ କରିବେ ଲୋକମାନଙ୍କୁ ପ୍ରତିଶୃତି ଦେଉଛନ୍ତି। ଜଟଣୀ ବିଧାନସଭା…

ଜଟଣୀରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ପରିସରରେ, ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବରିଷ୍ଠ…

ମା’ଙ୍କ ଆଶ୍ରିବାଦ ନେଇ ପ୍ରଚାର କଲେ ସୁଜିତ

ବ୍ୟୁରୋ: ନିର୍ବାଚନ କୁ ଆଉ କିଛି ଦିନ ଥିବାରୁ ଏବେ ପ୍ରଚାର ମଇଦାନରେ ସମସ୍ତ ପାର୍ଥୀ। ପ୍ରତିଦିନ ଦଳୀୟ ପ୍ରାର୍ଥୀ ଘରକୁ ଘର ବୁଲି ଜୋରସୋରରେ ପ୍ରଚାର କରୁଥିବା ବେଳେ, ସେମାନଙ୍କ ଠାରୁ ପଛରେ ପଡିନାହାନ୍ତି ସ୍ୱାଧୀନ ପାର୍ଥୀ ସୁଜିତ କୁମାର…

ଏପ୍ରିଲ ୨୫ରୁ ଗ୍ରୀଷ୍ମ ଛୁଟି।

ବ୍ୟୁରୋ: ଚଳିତ ମାସ ୨୫ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ କୁ…

ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ମେଳଣ ପଡିଆ ସଫେଇ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ରବିବାର ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ପଡ଼ିଆ ସଫା କରାଯାଇଛି। ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଦେଖିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମେଲଣ ସରିବା…

୩ ଦିନ ପାଇଁ ବନ୍ଦ ରହିବ ରାଜ୍ୟର ସମସ୍ତ ବିଦ୍ୟାଳୟ।

ବ୍ୟୁରୋ: ଆସନ୍ତା କାଲି ଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗ୍ରୀଷ୍ମପ୍ରବାହ ସହ…

ଆଜିର ରାଶିଫଳ

ଅଦ୍ୟ ଅପ୍ରେଲ ମାସ ୧୭ ତାରିଖ ୨୦୨୪ ମସିହା(ବୁଧବାର) *✧═════•❁❀❁•═════✧* *🌼🌹꧁ ଆଜିର ରାଶିଫଳ꧂🌹🌼* *✧═════•❁❀❁•═════✧* *🌹ମେଷ🌷👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ…