Author: Kalinga Today

ମେଗା ଅପାର୍ ଦିବସ ପାଳିତ

ବ୍ୟୁରୋ: ଟାଙ୍ଗୀ ପଞ୍ଚାୟତ ସମିତି ଅନ୍ତର୍ଗତ ସୁନ୍ଦରପୁର କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ଧରି ମେଗା ଅପାର୍ ଦିବସ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟ…

ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ

ବ୍ୟୁରୋ: ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ ମହାସମାରୋହରେ ଭୁବନେଶ୍ୱର ବିପିନ ବିହାରୀ ଚୌଧୁରି ବଧିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦପତ୍ର ‘ନନ୍ଦିନୀ’ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମୂହିକ ଭାବେ…

କଣ୍ଟେନର ଧକ୍କାରେ ବାଇକ୍ ଚାଳକ ଗୁରୁତର

ବ୍ୟୁରୋ: କଣ୍ଟେନର ଧକ୍କାରେ ବାଇକ୍ ଚାଳକ ଗୁରୁତର। ଆଜି ଅପରାହ୍ନ ସମୟରେ ଜଟଣୀ କିଷ୍ଟ କଲେଜ ନିକଟରେ ଟ୍ରାନ୍ସପୋଟ କଣ୍ଟେନର ସହ ଏକ ବାଇକର ଦୁର୍ଘଟଣା ଘଟିଛି। ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।…

୨ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ବ୍ୟୁରୋ: ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷୀ ସୁରକ୍ଷା ବାହିନୀ ବିଶେଷ ସୂତ୍ରରୁ ଖବର ପାଇ, ଚିଲିକା କୂଳ ବାଲିନାଶି ଜେଟି ନିକଟରୁ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହିତ ଜଣେ ବୃଦ୍ଧଙ୍କୁ ଗିରଫ କରିଛି । ଗିରଫ…

ସୋରଣ ଆର.ଆଇ ଅଫିସର ଅସ୍ଥାୟୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅଧିନ ସୋରଣ ଆର.ଆଇ ଅଫିସରେ, କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ମନୋରଞ୍ଜନ ହରିଚନ୍ଦନଙ୍କୁ, କାର୍ଯ୍ୟାଳୟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି। ମନୋରଞ୍ଜନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଜଣାପଡିଛି । ଗୁରୁତର ମନୋରଞ୍ଜନଙ୍କୁ…

ଚୋରା ଦେଶୀ ମଦ ଚାଲାଣ ଘଟଣାରେ ଦୁଇ ଦିଦି ଗିରଫ

ବ୍ୟୁରୋ- ଲୁଚି ଲୁଚି ଦିଦି ବିକୁଥିଲେ ଚୋରା ଦେଶୀ ମଦ , ଧରପଗଡ଼ ବେଳେ ମାରୁଥିଲେ ଚମ୍ପଟ । ଦିଦି ବୋଲି କେହି ସନ୍ଦେହ କରୁନଥିଲେ। ତାର ଫାଇଦା ନେଉଥିଲେ ଦିଦି । ହେଲେ ବେଶିଦିନ କାମ ଦେଲାନି ଦିଦିଙ୍କ ବୁଦ୍ଧି,…

କୋଟଗଡ଼ ଘଟିରୁ ଗାଡି ସହ ଗଞ୍ଜେଇ ଜବତ,ଜଣେ ଗିରଫ

ବ୍ୟୁରୋ: ବାଇକ୍ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡି ଗିରଫ ହେଲେ ନିଶା ବେପାରୀ ତପନ କୁମାର ସାହୁ । ସୂଚନା ମୁତାବକ ରଣପୁର ଥାନା ଅଧିନ ରାଜ ସୁନାଖଳା ଫାଣ୍ଡି ଅଧିକାରୀ ରାଜ ସୁନାଖଳା…

ଖୋର୍ଦ୍ଧା ସଂକୁଳ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର

ବ୍ୟୁରୋ: ଜଟଣୀ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଖୋର୍ଦ୍ଧା ସଂକୁଳ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ପ୍ରସନ୍ନ ରଥଙ୍କ ଅଧକ୍ଷତାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ” ଭାରତର ସ୍ଵ ” ଶୀର୍ଷକ…

ଚୋରା ବାଇକ୍ ବିକୁଥିବା ବେଳେ ଧରପଡି ଛେଚା ଖାଇଲେ ଯୁବକ

ବ୍ୟୁରୋ: ଜଣେ ଯୁବକଙ୍କୁ ଧର୍-ଧର୍ , ମାର୍-ମାର୍ କହି କିଛି ଲୋକେ ଛେଚୁଥିଲେ । ଯିଏ ସେଇ ବାଟ ଦେଇ ଯାଉଥିଲା ସିଏ ବାଡ଼ଉଥିଲା ଘଟଣା କଣ ବୁଝୁବୁଝୁ , ଜଣା ପଡିଲା ଯୁବକ ଜଣଙ୍କ ହେଉଛି ଜଣେ ବାଇକ ଚୋର।…

ସ୍ୱଚ୍ଛାସେବୀ ସଙ୍ଗଠନ ସଖା ପକ୍ଷରୁ ଏଡସ୍ ଦିବସ ପାଳିତ

ବ୍ୟୁରୋ: ଅଗ୍ରଣୀ ସ୍ୱଚ୍ଛାସେବୀ ସଙ୍ଗଠନ ସଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଏଡସ୍ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ମ୍ୟୁନିସିପାଲିଟି ହସ୍ପିଟାଲ ପରିସରରେ ଏଡସ୍ ସଂପର୍କରେ ସଚେତନତା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କର ଅଧିକାର ଓ ଅସ୍ତୀତ୍ୱ ସମ୍ୱନ୍ଧରେ ଏକ ଆଲୋଚନା…