ମନୋଜ କୁମାର ପରିଡା ରାଜ୍ୟ ମୁଖ୍ୟ ସୂଚନା କମିଶନର
ବ୍ୟୁରୋ,୧୦/୪: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସରପ୍ରାପ୍ତ ଆଇଏଏସ ମନୋଜ କୁମାର ପରିଡ଼ା ନିଯୁକ୍ତି ପାଇଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସେ ପୁଡ଼ୁଚେରୀର ମୁଖ୍ୟ ଶାସନ ସଚିବ ରହିଥିଲେ। ନିଯୁକ୍ତି ପରେ…