Day: March 22, 2025

ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ

ଜଟଣୀ,୨୩/୩: ଜଟଣୀ କୁଦୀଆରୀ ବଜାର ଅଞ୍ଚଳରେ ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପ୍ରତି ବର୍ଷ ରମଜାନ ମାସରେ ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ଓ ଲୁଗା ବଣ୍ଟନ କରାଯାଇଥିଲା।…