Day: March 4, 2025

ବାଣ ବିସ୍ଫୋରଣ ୨ ଗୁରୁତର

ବ୍ୟୁରୋ,୦୪/୦୩: ବୋଲଗଡ ବ୍ଲକ ଦେଉଳି ଗ୍ରାମରେ ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ। ଆହତ ବ୍ୟକ୍ତି ଦୁଇଜଣ ହେଉଛନ୍ତି ଦୁର୍ଗାପ୍ରସାଦ ଗ୍ରାମର ଅଶୋକ ମଲିକ ଓ ତାଙ୍କ ପତ୍ନୀ ସୁକାନ୍ତି ମାଲିକ। ସୂଚନା ମୁତାବକ ଅଶୋକ ଓ ସୁକାନ୍ତି ଘରେ ବାଣ…

ମାର୍ଚ୍ଚ ୫ ବଦଳରେ ଅପ୍ରେଲ ୨୪ ରେ ପାଳନ ହେବ ପଞ୍ଚାୟତରାଜ ଦିବସ

ବ୍ୟୁରୋ,୦୪/୦୩: ଆଉ ମାର୍ଚ୍ଚ ୫ତାରିଖରେ ପାଳନ ହେବନି ପଞ୍ଚାୟତରାଜ ଦିବସ। ମାର୍ଚ୍ଚ୫ତାରିଖ ବଦଳରେ ଅପ୍ରେଲ୨୪ ତାରିଖରେ ପାଳନ ହେବ ପଞ୍ଚାୟତରାଜ ଦିବସ। ୨୦୨୦ ମସିହାରୁ ଓଡ଼ିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି। ତେବେ ପ୍ରତି…

ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ

ବ୍ୟୁରୋ,୦୪/୦୩: ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ। ଲୋକଙ୍କ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ। ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ବିନା ଅସୁବିଧାରେ ପାର୍ଟ ପ୍ଲଟ ବିକ୍ରି ନେଇ ଆସିପାରେ ନିୟମ। ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଇଛି ନଗର ଉନ୍ନୟନ…