Month: January 2025

ବ୍ୟବହାର ପରିବର୍ତ୍ତନ ଶିବିର ଉଦଯାପିତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପୀନାଥପୁର ସ୍ଥିତ ଶୋସାଇଟ ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନ ପକ୍ଷରୁ ବ୍ୟବହାର ପରିବର୍ତ୍ତନ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ନିଶା ଦ୍ଵାରା ପ୍ରଭାବିତ ଶିଶୁ ମାନଙ୍କର ବ୍ୟବହାର ପରିବର୍ତ୍ତନ ପାଇଁ, ଦୀର୍ଘ ଏକ ମାସ ଧରି…

ପୋଖରୀରେ କାର ବୁଡି, ଜଣେ ମୃତ

ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ବାହାରପୁର ଗ୍ରାମ ଶିବ ମନ୍ଦିର ପୋଖରୀରେ ଏକ କାର ବୁଡି ଆସ୍କା ଜୀବନ ବୀମା ଶାଖା ପରିଚାଳକ ହିମାଂଶୁ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ, ଉନ୍ନୟନ ଅଧିକାରୀ ସୁଧାଂଶୁ ଶେଖର ସାହୁ ଗୁରୁତର…

ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍  ଗଣନା

ବ୍ୟୁରୋ: ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା , କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା…

୧୬ ତାରିଖରେ ଧାନ ମଣ୍ଡି ଉଦଘାଟନ

ବ୍ୟୁରୋ: ରଣପୁର ବ୍ଲକ ଅନ୍ତଗତ କୁଳାସର ଗ୍ରାମ ପଞ୍ଚାୟତର, ତାରିଆ ସମବାୟ ସମିତିର ସଭାପତି ପଦ୍ମଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଧାନ ମଣ୍ଡି ଉଦଘାଟନକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଳାସର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା…

ଆଖି ବୁଜିଲା ଶିଶୁ ଧଳା ମହାବଳ

ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଧଳା ଶିଶୁ ମହାବଳ ବାଘର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବାଘଟିକୁ ତିନି ମାସ ହୋଇଥିବା ସୂଚନା ମିଳିଛି । ବଂଶ ଗତ ସମସ୍ୟା ରୋଗରେ ପୀଡିତ ହୋଇ ବାଘଟି ଗତ…

ପ୍ରଭୁ ସାକ୍ଷୀଗୋପାଳଙ୍କୁ ଲାଗିହେଲା ମକର ଚାଉଳ ଭୋଗ

ବ୍ୟୁରୋ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ସାକ୍ଷୀଗୋପାଳଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଛି। ଗତ କାଲି ମହାଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ମକର ଭାରରେ ମନ୍ଦିର ମାଳି ସେବାୟତମାନେ ମକର ଚାଉଳ ପ୍ରସ୍ତୁତ କରିଥିଲେ। ମକର ଭାର ସହିତ ଆସିଥିବା…

୬୩ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀ

ବ୍ୟୁରୋ: ପ୍ରତି ବର୍ଷ ପରି ଚଳିତ ବର୍ଷ ୨ଦିନ ଧରି ଜଟଣୀ ରେତଙ୍ଗ କଲୋନୀ ସ୍ଥିତ ମାତୃ ଭବନରେ ୬୩ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ସକାଳୁ ଭାରତର ଆଧ୍ୟାତ୍ମିକ ପତାକା…

ପିକଅପ ଭ୍ୟାନରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ବ୍ୟୁରୋ: ପିକଅପ ଭ୍ୟାନରେ ଗଞ୍ଜେଇ ହେଉଥିଲା ଚୋରା ଚାଲାଣ ।ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ପୋଲିସ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେବଲ କ୍ରସିଂଙ୍ଗ ନିକଟରେ ଚଢ଼ାଉ କରି ଗାଡି ସହ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ପୋଲିସ…

୧୯୯୬ ମସିହା ବ୍ୟାଚର ୩ୟ ବନ୍ଧୁମିଳନ

ବ୍ୟୁରୋ : ଜନତା ଉଚ୍ଚ ବିଦ୍ୟାଳୟର ୧୯୯୬ ବ୍ୟାଚ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରବିବାର ଗଡ଼ମାଣୀତ୍ରୀ ସ୍ଥିତ ମା, ରାମଚଣ୍ଡୀଙ୍କ ପିଠରେ, ପିତବାସ ସାହୁ ଓ ପ୍ରଭାକର ସାମନ୍ତରାୟଙ୍କ ତତ୍ୱବୋଧନରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର…

ଆଜିଠୁ ପ୍ରୟାଗରାଜରେ ମହାକୁମ୍ଭ

ବ୍ୟୁରୋ: ଆଜିଠୁ ଉତ୍ତର ପ୍ରଦେଶର ପ୍ରୟାଗରାଜର ତ୍ରିବେଣୀ ସଂଗମରେ ଅନୁଷ୍ଠିତ ହେଉଛି ମହାକୁମ୍ଭ। ଏହି ମହାକୁମ୍ଭ ୧୪୪ ବର୍ଷର କାଳଖଣ୍ଡ ପରେ ପଡିଛି। ମହାକୁମ୍ଭ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରୟାଗରାଜରେ ଭବ୍ୟ ଆୟୋଜନ କରାଯାଇଛି। ଏହି ମହାକୁମ୍ଭରେ ଯୋଗଦେବା…