Day: October 7, 2024

ପତ୍ନୀଙ୍କ ସ୍ମୃତିରେ ଘରକୁ ଆଣିଲେ ସିଲିକନ୍ ପ୍ରତିମୂର୍ତ୍ତି

ବ୍ୟୁରୋ : କୋଭିଡ ଛଡେଇ ନେଇଥିଲା ପିଲାମାନଙ୍କ ଠାରୁ ତାଙ୍କ ମାଆ ଡାକ। ଏବେ କିନ୍ତୁ ମାଆ ଡାକରେ ଫାଟୁଛି ଘର। ବ୍ରହ୍ମପୁର ଅଞ୍ଚଳର ଯୁବ ବ୍ୟବସାୟୀ ପ୍ରଶାନ୍ତ ନାୟକ କୋଭିଡରେ ପତ୍ନୀଙ୍କୁ ହରାଇଥିଲେ । ସେବେଠାରୁ ତାଙ୍କ ଘରେ କାହା…