Day: October 1, 2024

ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

ନାଇଜର ଜାତୀୟ ଯୋଗ ସମ୍ମିଳନୀ ଉଦ୍‌ଯାପିତ

ବ୍ୟୁରୋ : ନାଇଜର ଭୁବନେଶ୍ୱରର ଜଟଣୀ କ୍ୟାମ୍ପସ ପରିସରରେ ଚାଲିଥିବା ପରମାଣୁ ଉର୍ଜା ବିଭାଗର ସପ୍ତମ ଜାତୀୟ ଯୋଗ ସମ୍ମିଳନୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ । ମୁଖ୍ୟ…

ସ୍ମାର୍ଟ ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର୍, ୩ଛାତ୍ରୀ ଜଣେ ଶିକ୍ଷକ ଆହତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅଧିନ ଧଳାପଥର କଳାପଥର ବାଳିକା ଉଚ୍ଚବିଦ୍ୟାଳୟରେ, ଛାତରୁ ପ୍ଲାଷ୍ଟର୍ ଖସି ୩ ଜଣ ଛାତ୍ରୀଙ୍କ ସହ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ସୂଚନା ମୁତାବକ ବିଦ୍ୟାଳୟରେ ପ୍ରାର୍ଥନା ସରିବା ପରେ ଶ୍ରେଣୀ କକ୍ଷରେ ଶିକ୍ଷାଦାନ…