Day: July 20, 2024

ପୋଲିସକୁ ଧକ୍କା ଦେଇ କୋର୍ଟରୁ ଚମ୍ପଟ ହେଲା କଏଦୀ

ବ୍ୟୁରୋ: ପୋଲିସକୁ ଧକ୍କା ଦେଇ ଖୋର୍ଦ୍ଧା କୋର୍ଟରୁ ଚମ୍ପଟ ମାରିଛି କଏଦୀ। ଝରପଡା ଜେଲରୁ ଖୋର୍ଦ୍ଧା ପୋସ୍କ କୋର୍ଟକୁ ଶୁଣାଣି ପାଇଁ ଆସିଥିବା କଏଦୀ ଆଜି ଖୋର୍ଦ୍ଧା କୋର୍ଟ ଭିତରେ ପୋଲିସକୁ ଧକ୍କା ମାରି ଚମ୍ପଟ ହୋଇଯାଇଛି। ଫେରାର କଏଦୀ ଜଣଙ୍କ…