Month: June 2024

ରାଜ୍ୟରେ ଚାଲୁ ରହିଛି ବିଏସକେୱାଇ କାର୍ଡ

ବ୍ୟୁରୋ: ବିଜେଡି ସରକାରରୁ ଯିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବନ୍ଦ ହୋଇଯିବା ଆଶଙ୍କା ଘେରିଥିଲା ଜନ ସାଧାରଣଙ୍କ ମନରେ । ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ହୋଇଯିବ ବୋଲି ସବୁଠି ଆଲୋଚନା ହେଉଥିଲା। କିନ୍ତୁ ଆଜି ସ୍ୱାସ୍ଥ୍ୟ ବିଭାଗ ସେଭଳି…

ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ଯୋଜନା, ଲାଗୁ ହେବ ଆୟୁଷ୍ମାନ ଯୋଜନା

ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ଯୋଜନା । ଲାଗୁ ହେବ କେନ୍ଦ୍ରର ଆୟୁଷ୍ମାନ ଯୋଜନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପି ସରକାର ଶପଥ ଗ୍ରହଣ କରିବା ପରେ ରାଜ୍ୟରେ ଆୟୁଷ୍ମାନ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ବ୍ୟୁରୋ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନବୀନ ପଟ୍ଟନାୟକ ନିଜର ଇସ୍ତଫାପତ୍ର ରାଜ୍ୟପାଳ ରଘୁବର ଦାସକୁ ଦେଇଛନ୍ତି । ଚଳିତ ନିର୍ବାଚନରେ ବଡ ପରାଜୟର ସାମ୍ନା କରିବାକୁ ପଡିଛି ବିଜେଡି କୁ । ୨୦୧୯…

କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ୟୁରୋ: ଜଟଣୀ ଥାନା ଅଧିନ କନ୍ତିଆ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜଟଣୀ ପୋଲିସ। ମୃତ ଯୁବକ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ନିଳାଦ୍ରୀପୁର ଗ୍ରାମର ଦୀପକ କୁମାର ବେହେରା। ମୃତ ଦେହ ଟି ୪/୫ଦିନ…

ସୋଫିଟୋରିୟମ୍ କ୍ୟାମ୍ପସରେ ଖୋଲିଲା ସମ୍ପ୍ରସାରିତ ବ୍ୟାଙ୍କିଙ୍ଗ କେନ୍ଦ୍ର ସହ ଏଟିମ୍

ବ୍ୟୁରୋ: ଛାତ୍ରଛାତ୍ରୀ ଙ୍କ ସୁବିଧା ସହ ଖୋର୍ଦ୍ଧାର ଜନସାଧାରଣଙ୍କ ସୁବିଧା ନିମନ୍ତେ, ଖୋର୍ଦ୍ଧା ବଣିଆଟାଙ୍ଗି ସୋଫିଟୋରିୟମ୍ କଲେଜ କ୍ୟାମ୍ପସର ମୁଖ୍ୟ ଫାଟକରେ ଜୁନ ୧ତାରିଖରେ ଜଟଣୀ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ପକ୍ଷରୁ ଏକ ସମ୍ପ୍ରସାରିତ ବ୍ୟାଙ୍କିଙ୍ଗ କେନ୍ଦ୍ର ସହ ଏଟିଏମ୍…

ଘରେ ଡ୍ରେନ ପାଣି ପଶିବା ଯୋଗୁଁ ସମସ୍ୟା ଭୋଗୁଛନ୍ତି ବରିଷ୍ଠ ନାଗରିକ

ବ୍ୟୁରୋ: ଗତ କିଛି ଦିନ ହେବ ଜଟଣୀ ସହରର ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ ଚାଲୁଅଛି। ଖୋର୍ଦ୍ଧା ଆର ଆଣ୍ଡ ବି ପକ୍ଷରୁ ମୁଖ୍ୟ ରାସ୍ତାରେ ପିଚୁ ବିଛାଇବା ସହିତ ରାସ୍ତାର ଉଭୟ ପାର୍ଶ୍ଵର ରାସ୍ତା ପ୍ରଶସ୍ତ କାର୍ଯ୍ୟ ହେଉଛି। ଠିକା…