Day: June 8, 2024

ଭକ୍ତଙ୍କ ଅସନ୍ତୋଷ ପରେ ଶ୍ରୀମନ୍ଦିର ପରିସରରେ ଲାଗିଲା ଲାଇଟ୍

ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଠାରୁ ଶ୍ରୀମନ୍ଦିର ପରିସରରେ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା। କିନ୍ତୁ ନିର୍ବାଚନ ଫଳ ବାହାରିବା ପରେ ହଠାତ୍ ଅଲୋକୀକରଣ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ଇଭେଣ୍ଟ ସଂସ୍ଥା ଲାଇଟ ଗୁଡିକୁ କାଢିନେଇଥିଲା। ଏହାପରେ ଭକ୍ତ ମାନଙ୍କ ମଧ୍ୟରେ…

ମୋ ବସ ପଛକୁ ଧକ୍କା ଦେଲା ଟ୍ରକ

ବ୍ୟୁରୋ: ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ । ଟ୍ରକ ଧକ୍କାରେ ମୋ ବସ ର ପଛ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ, ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। କଟକ ତେଲେଙ୍ଗାପେଣ୍ଠ ନିକଟରେ ଘଟିଛି ଏହି ସଡ଼କ…

ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ

ବ୍ୟୁରୋ: ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ସାମିଲ ହୋଇଥିବା ସୂଚନା ମିଳୁଛି। ବିଜେପି ଉତ୍ତରୀୟ କାନ୍ଧରେ ପକାଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିଜେଡି ଦଳରୁ ସାଂସଦ…