Month: June 2024

କୂଅରେ ପଡ଼ି ଦାଦା ପୁତୁରା ମୃତ

ବ୍ୟୁରୋ: ଜଟଣୀ ଥାନା ଅଧିନ ଗୋରା ଧର୍ମ ସାଗର ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଖବର ଜଟଣୀରେ ଶୋକର ଛାୟା ଖେଳାଇ ଦେଇଛି…

ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ।

ବ୍ୟୁରୋ : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ ମନୋଜ ଆହୁଜା। ପ୍ରଦୀପ ଜେନାଙ୍କ ପରେ ୧୯୯୦ ମସିହାର ଆଇଏଏସ୍ ଅଫିସର ମନୋଜ ଆହୁଜା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ…

ବର୍ଷା ପାଣିରେ ବୁଡ଼ିଗଲା କାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବ୍ୟୁରୋ: ବର୍ଷା ପାଣିରେ ବୁଡ଼ିଗଲା କାର। ଅଳ୍ପକେ ବର୍ତ୍ତିଲେ କାର ଚାଳକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜଟଣୀ ଅଞ୍ଚଳରେ।ଗୁରୁବାର ଅପରାହ୍ନରେ ମୌସମୀ ବର୍ଷାର ପ୍ରଭାବରେ ଜଟଣୀ ଅଞ୍ଚଳର ଅଧିକାଂଶ ଡ୍ରେନ ରୁ ପାଣି ନିଷ୍କାସନ ହୋଇପାରିନଥିଲା। ଜଟଣୀ ମୁଖ୍ୟ ରାସ୍ତା…

ସତୀଶ ଶର୍ମା ହେଲେ ଏମ୍.ପି. ପ୍ରତିନିଧି

ବ୍ୟୁରୋ: ସତୀଶ କୁମାର ଶର୍ମା ହେଲେ ଭୁବନେଶ୍ୱର ଏମ୍.ପି ଅପରାଜିତା ଷଡ଼ଙ୍ଗୀଙ୍କ ଜଟଣୀ ପୌରାଞ୍ଚଳ ପ୍ରତିନିଧି। ଯୁବ ସମାଜସେବୀ ସତୀଶଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଟଣୀ ପୋୖରାଞ୍ଚଳ ପ୍ରତିନିଧି ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସତୀଶ ସାଂସଦ ଙ୍କ ପ୍ରତିନିଧି ଥିବାବେଳେ…

ଜଟଣୀରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ୟୁରୋ: ଜଟଣୀର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁସ୍ଥ ଏବଂ ନିରାମୟ ଜୀବନ ପାଇଁ ଯୋଗର ଆବଶ୍ୟକତା ରହିଛି। ଜଟଣୀ ପଞ୍ଚାୟତ ସମିତି ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର…

ପ୍ରତିଦିନ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବ୍ୟୁରୋ: ଲୋକଙ୍କ ଅଭିଯୋଗ ଶୁଣିବେ, ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରତିଦିନ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଥିବା ସମୟରେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ…

ବିବାହ ପ୍ରତିଶୃତି ଦେଇ ପ୍ରତାରଣା କରି, ରେଳ କର୍ମଚାରୀ ଗିରଫ

ବ୍ୟୁରୋ: ବିବାହ ପ୍ରତିଶୃତି ଦେଇ ପ୍ରତାରଣା ଓ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜଟଣୀ ପୋଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ପିର୍ଣ୍ଣଚନ୍ଦ୍ର…

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ବ୍ୟୁରୋ: ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ସହ ଯାଞ୍ଚ କାର୍ଯ୍ୟ କରିବ ଏକ ସ୍ୱତନ୍ତ୍ର ଟିମ୍ । ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି…

ଉଦ୍‌ଘାଟନକୁ ପୁରିନି ୪ ମାସ, ଜଟଣୀ ଓଭର ବ୍ରିଜ୍‌ ସାଜିଛି ମରଣଜନ୍ତା

ବ୍ୟୁରୋ: ଜଟଣୀ ବାସୀଙ୍କର ଦୀର୍ଘ ଦିନର ଦାବୀ ପରେ ଜଟଣୀ ଫ୍ଲାଇଓଭର ବ୍ରିଜ ନିର୍ମାଣ ହୋଇଛି । କିନ୍ତୁ ଠିକାଦାର ଓ ଅଫିସରଙ୍କ ଅବହେଳା ପାଇଁ ଅସୁବିଧା ଭୋଗୁଛନ୍ତି ଜଟଣୀବାସୀ। ଜଟଣୀର ବହୁ ପ୍ରତିକ୍ଷିତ ଫ୍ଲାଇଓଭର ବ୍ରିଜ୍ ଗତ ୪ ମାସ…

ତାଲା ଭାଙ୍ଗି ଦୋକାନରୁ ଆଇରନ ଟଙ୍କା ଚୋରି

ବ୍ୟୁରୋ: ଜଟଣୀରେ ଦିନକୁ ଦିନ ବଢି ଚାଲିଛି ଚୋରି। ଜଟଣୀ ପୋଲିସ ଯେତେ ଚେଷ୍ଟା କଲେବି କମୁନି ଚୋରି। ଦିନ ଦ୍ୱିପ୍ରହରରେ ଜଟଣୀ ଥାନା ପାଚେରୀ କୁ ଲାଗି ରହିଥିବା ଚକ୍ରଧର ସେଠୀଙ୍କ ଆଇରନ ଦୋକାନର ତାଲା ଭାଙ୍ଗି ଆଇରନ ଚୋରି…