Month: May 2024

ମାଟ୍ରିକ ରେଜଲ୍ଟ ପ୍ରକାଶ ଦିନ ହିଁ ମିଳିବ ସାର୍ଟିଫିକେଟ

ବ୍ୟୁରୋ: ଆଉ ପୂର୍ବ ବର୍ଷ ଭଳି ମାଟ୍ରିକ ସାର୍ଟିଫିକେଟ ପାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କରିବାକୁ ପଡିବନି ଅପେକ୍ଷା। ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ଛାତ୍ରଛାତ୍ରୀ ମାନେ ପାଇପାରିବେ ତାଙ୍କ ସାର୍ଟିଫିକେଟ । ଘରେ ବସି…

ସରିଲା ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ

ବ୍ୟୁରୋ: ଜଟଣୀ ପାତ୍ରପଡ଼ାସ୍ଥିତ ଧନୁଯାତ୍ରା ପଡ଼ିଆରେ ଗତ ୧୦ତାରିଖରୁ ଆରମ୍ଭ ହୋଇଥିବା ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମଦନମୋହନ ନାଟ୍ୟ କଳା ସଂସଦର କଳାକାରଙ୍କ ପକ୍ଷରୁ ଅନ୍ତିମ ଦିବସରେ କଂସ ବଦ୍ଧ ନାଟକ ପରିବେଷଣ ହୋଇଥିଲା।…

ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ

ବ୍ୟୁରୋ : ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ବିଷ୍ଣୁ ମନ୍ଦିର ପରିସରରେ ଚୁଡ଼ାଘଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଭୁ ଶ୍ରୀ ବିଷ୍ଣୁ ମନ୍ଦିର ସିଂହାସନରେ ବସିଥିବା ବେଳେ,…

ଉନ୍ମୋଚିତ ହେଲା ‘ମୋ ବୁଥ୍’ ଆପ୍

ବ୍ୟୁରୋ: ସିଇଓ ନିକୁଞ୍ଜ ବିହାରୀ ଧଳ ଆଜି ମୋ ବୁଥ୍‌‌ ଆପ୍‌‌ ଉନ୍ମୋଚିତ କରିଛନ୍ତି । ଏହି ଆପ୍‌‌ ଜରିଆରେ ଭୋଟର ମାନେ ନିଜ ନିଜର ବୁଥ୍‌‌ ବିଷୟରେ ଜାଣିପାରିବେ। ବିଶେଷକରି ଭୋଟରଙ୍କ ସୁବିଧା ପାଇଁ ଏହି ଆପ୍‌‌ ପ୍ରସ୍ତୁତ କରାଯାଇଛି।…

ଜଟଣୀରେ କଂଗ୍ରେସ ପ୍ରାର୍ଥୀଙ୍କ ବାଇକ୍ ରାଲି

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ ଜଟଣୀ ବ୍ଲକର ୪ଟି ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥିଙ୍କ ବିଶାଳ ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା। ଜଟଣୀ ବ୍ଲକର ତିରିମଲ, ତରାବୋଇ, ବେଣାପଞ୍ଜୁରୀ ଓ ହରିପୁର ପଞ୍ଚାୟତରେ କଂଗ୍ରେସ ବିଧାୟକ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହେଲେ ଶିବ ଶଙ୍କର ଦାସ

ବ୍ୟୁରୋ: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ପୋଲିସ ଗିରଫ କରିଛି । ଗତକାଲି ଭୋଟ ଗ୍ରହଣ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଶିବ ଶଙ୍କର ଦାସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା…

ମଳିପଡା ପଞ୍ଚାୟତରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷଙ୍କ ପଦଯାତ୍ରା

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ବ୍ଲକ ମଳିପଡା ପଞ୍ଚାୟତରେ କଂଗ୍ରେସ ବିଧାୟକ ପାର୍ଥି ସନ୍ତୋଷ ଜେନାଙ୍କ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ କଂଗ୍ରେସ ଦଳର ବିଧାୟକ ପାର୍ଥୀ ସନ୍ତୋଷ ଜେନା ଯୋଗଦେଇ ଚାଷୀ ମାନଙ୍କ ପାଇଁ ଜଳ…

ସ୍ଵଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜଟଣୀରେ ଫ୍ଲାଗମାର୍ଚ୍ଚ

ବ୍ୟୁରୋ: ଭୁବନେଶ୍ୱର ଲୋକସଭା ଓ ଜଟଣୀ ବିଧାନସଭା ନିର୍ବାଚନ ଚଳିତ ମାସ ୨୫ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ଜନସାଧାରଣ ବିନା ବାଧାରେ କିପରି ନିଜର ମତଦାନ…

ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ୟୁରୋ: ଜଟଣୀ ଥାନା ଅଧିନ ପାଇକରାପୁର ଅଞ୍ଚଳର ଏକ ବନ୍ଦ କୋଠରୀରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଉଛନ୍ତି ପବିତ୍ର ମନୋହରି । ସ୍ଥାନୀୟ ଲୋକଙ୍କ କହିବା କଥା ପବିତ୍ର ଏକ ଘରୋଇ…

ଅବସରପ୍ରାପ୍ତ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବ୍ୟୁରୋ: ଜଟଣୀ ଥାନା ଅଧିନ ରାମଚନ୍ଦ୍ରପୁର ୱାଟକୋ କାର୍ଯ୍ୟାଳୟର ପାଣି ଟାଙ୍କି ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିଛି ଜଟଣୀ ପୋଲିସ। ବ୍ୟକ୍ତି ଜଣଙ୍କ ବେକରେ ଗାମୁଛା ବାନ୍ଧି କଇଁଆ ଗଛ ଡାଳରେ ଝୁଲିଥିବା ସ୍ଥାନୀୟ…