Day: May 14, 2024

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହେଲେ ଶିବ ଶଙ୍କର ଦାସ

ବ୍ୟୁରୋ: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ପୋଲିସ ଗିରଫ କରିଛି । ଗତକାଲି ଭୋଟ ଗ୍ରହଣ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଶିବ ଶଙ୍କର ଦାସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା…

ମଳିପଡା ପଞ୍ଚାୟତରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷଙ୍କ ପଦଯାତ୍ରା

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ବ୍ଲକ ମଳିପଡା ପଞ୍ଚାୟତରେ କଂଗ୍ରେସ ବିଧାୟକ ପାର୍ଥି ସନ୍ତୋଷ ଜେନାଙ୍କ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ କଂଗ୍ରେସ ଦଳର ବିଧାୟକ ପାର୍ଥୀ ସନ୍ତୋଷ ଜେନା ଯୋଗଦେଇ ଚାଷୀ ମାନଙ୍କ ପାଇଁ ଜଳ…