Day: March 12, 2024

ଆଜିଠାରୁ  ରମଜାନ, ସବୁଠି ଉତ୍ସବ ମୁଖର

ବ୍ୟୁରୋ: ଇସଲାମ ଧର୍ମାଲମ୍ବୀ ମୁସଲମାନ ସଂପ୍ରଦାୟର ପବିତ୍ର ମାସ, ରମଜାନ ଆଜିଠାରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ତରାବି ନମାଜ ପାଠ କରିବାପରେ ଆଜି ଭୋରରୁ ରୋଜା (ଉପବାସ) କରିଛନ୍ତି ମୁସଲମାନ ଭାଇଭଉଣୀ ମାନେ। ଏହି ଉପବାସ ଏକ ମାସ ଧରି…