Day: February 10, 2024

ବଢ଼ିଲା ପେନସନ ରାଶି, ହିତାଧିକାରୀଙ୍କୁ ମିଳିବ ସର୍ବନିମ୍ନ ୧୦୦୦ ଟଙ୍କା

ବ୍ୟୁରୋ: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ଚଳିତ ଫେବୃଆରୀ ମାସରୁ ହିତାଧିକାରୀ ମାନଙ୍କୁ ୫୦୦ ଟଙ୍କା ବୃଦ୍ଧିରେ ପେନସନ ମିଳିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ମାନଙ୍କ…