Month: December 2023

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ

ବ୍ୟୁରୋ: ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଆଜି ଜଟଣୀ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଜଟଣୀ ନଗର ସଭାପତି ଲିଟୁ ରାଉତରାୟଙ୍କ ନେତୃତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦ…

ଜଟଣୀର ବିକାଶ ପାଇଁ କାର୍ଯ୍ୟ କରୁଛି ବିକାଶ ପରିଷଦ

ବ୍ୟୁରୋ: ଜଟଣୀ କିପରି ଆହୁରି ଆଗକୁ ବଢିବ, ଜଟଣୀର ବିଭିନ୍ନ ସମସ୍ୟାର କିପରି ସମାଧାନ ହେବ, ଜଟଣୀ ବାସୀଙ୍କୁ ଯେପରି ସମସ୍ତ ସରକାରୀ ଯୋଜନା ମିଳିବ, ସେଥିପାଇଁ ଜଟଣୀ ବିକାଶ ପରିଷଦ ସବୁବେଳେ କାର୍ଯ୍ୟ କରୁଥିବାରୁ, ରାଜ୍ୟସଭା ସଦସ୍ୟ ମୁନା ଖାଁ…

ମହିମା ଧର୍ମପୀଠର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୧୧୨ କୋଟି

ବ୍ୟୁରୋ: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର…

ପଲିଥିନ ବ୍ୟବହାର ନକରିବା ପାଇଁ ବାର୍ତ୍ତା ଦେଲା ଜଟଣୀ ୟୁଥ୍ ଫେଡେରେସନ୍

ବ୍ୟୁରୋ: ଇଂରାଜୀ ନବ ବର୍ଷ ଜାନୁଆରୀ ୧ ତାରିଖରୁ ପଲିଥିନ ବ୍ୟବହାର ନକରିବା ପାଇଁ ସମସ୍ତିଙ୍କୁ ସଚେତନତା କରିଛି ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍। ପ୍ରତିବର୍ଷ ଭଳି ଅନୁଷ୍ଠାନର ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠାନର ସମ୍ପାଦକ…

ଜଟଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ବର୍ଷିକ ଉତ୍ସବ

ବ୍ୟୁରୋ: ଜଟଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ବର୍ଷିକ ଉତ୍ସବ ଷଣ୍ଢପୁର ସ୍ଥିତ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ଆଇଆଇଟିର କୂଳସଚିବ ବାମଦେବ ଆଚାର୍ଯ୍ୟ ଯୋଗ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ…

ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ

ବ୍ୟୁରୋ: ଆଜି ଓଢଣ ଷଷ୍ଠୀ । ଆଜି ଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ, ଦୀର୍ଘ ୬୦ ଦିନ ପର୍ଯ୍ୟନ୍ତ ହୋଇଥାଏ…

ରୋଜା ପାଳିଲା ଷୋଡ଼ଶତମ ବାର୍ଷିକ ଉତ୍ସବ

ବ୍ୟୁରୋ: ଜଟଣୀ ରେଲୱେ ସ୍କୁଲ ପୁରାତନ ଛାତ୍ର ସଂସଦ (ରୋଜା) ପକ୍ଷରୁ ଷୋଡ଼ଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ରୋଜାର ସଭାପତି ଡ଼ଃ ପ୍ରସନ୍ନ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ, ଅତିଥି ଭାବେ ଖୋର୍ଦ୍ଧାରୋଡ଼…

ବାଲ୍ୟ ବିବାହ ଓ ନିଶା ନିବାରଣକୁ ନେଇ ସଚେତନତା କଲେ ଛାତ୍ରଛାତ୍ରୀ

ବ୍ୟୁରୋ: ଯୁବକମାନେ ହେଉଛନ୍ତି ଦେଶର ଭବିଷ୍ୟତ। କିନ୍ତୁ ଆଜିର ଯୁବ ସମାଜ ନିଶା କବଳରେ ପଡି ଖରାପ ରାସ୍ତାରେ ପାଦ ଥାପୁଛନ୍ତି। ତେଣୁ ଯୁବ ସମାଜ ନିଶା ଠାରୁ ଦୂରେଇ ରହିବାକୁ, ଯୁବକମାନଙ୍କୁ ବୁଝାଇଛନ୍ତି ଛାତ୍ରଛାତ୍ରୀ। ସେହିପରି ପଥପ୍ରାନ୍ତ ନାଟକ ମାଧ୍ୟମରେ…

୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ

ବ୍ୟୁରୋ: ୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ । ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ୧୪୭ ଆସନ ପାଇଁ କାମ କରିବେ ବୋଲି ବୈଠକରେ କହିଛନ୍ତି ପାଣ୍ଡିଆନ। ବୈଠକରେ…

ଦୀପଶିଖାରେ ଝଲସିଲା ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ

ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ପିତୃଶ୍ରାଦ୍ଧ ପରମ୍ପରାଭାବେ ଏହାକୁ ସ୍ବତନ୍ତ୍ର ନୀତିରେ ପାଳନ କରାଯାଇଥାଏ। ପ୍ରଭୁ ଶ୍ରୀଜଗନ୍ନାଥ ମାନବବାଦୀ ଦେବତା ହୋଇଥିବାରୁ ତାଙ୍କର ସମସ୍ତ ରୀତିନୀତି ଓ ଉତ୍ସବ ମାନବବାଦରେ ପାଳନ କରାଯାଏ। ଶ୍ରୀଜୀଉମାନେ…