Day: November 19, 2023

ପରିବାରର ସୁରକ୍ଷା ପାଇଁ, ଛଟ୍ ପୂଜା ପାଳିଲେ ମହିଳା

ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟର ମହିଳା ମାନେ ଆଜି ଛଟ୍ ପୂଜା ପାଳନ କରିଛନ୍ତି। ପରିବାରର ସୁରକ୍ଷା ଓ ସନ୍ତାନ ମାନଙ୍କ ଶୁଭ ମାନଷି ବିବାହିତା ମହିଳା ମାନେ, ଜଟଣୀ ହାଟ ବଜାର ପୋଖରୀ ମୂଳରେ ଏହି ପର୍ଵ…