Day: November 8, 2023

ମା’ ମଙ୍ଗଳାଙ୍କ  ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ

ବ୍ୟୁରୋ: ଖୋର୍ଦ୍ଧା ଗୁରୁଜଙ୍ଗ କୋଚିଲାକଣ ନୂଆସାହି ଗ୍ରାମର, ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଙ୍କୁରରୋପଣ ,ଜଳଯାତ୍ରା ,ଅଗ୍ନି ସ୍ଥାପନ, ସୂର୍ଯ୍ୟ ପୂଜା , ଦେବତା ସ୍ନାନ, ଚଣ୍ଡିପାଠ ସହ ପୁର୍ଣ୍ଣାହୁତି ଆଦି ରୀତିନୀତି…