Day: November 6, 2023

ପାଳଙ୍ଗ ଶାଗ ଧୋଇଲେ, ବୋହୁଛି ନୀଳ ରଙ୍ଗ

ବ୍ୟୁରୋ: ଦିନକୁ ଦିନ ବ୍ୟବସାୟୀ ମାନେ ମାନବିକତା ଭୁଲି, ନିଜର ଭଲ ରୋଜଗାର ପାଇଁ ଖାଦ୍ୟ ପଦାର୍ଥରେ କରୁଛନ୍ତି ଅପମିଶ୍ରଣ। ପାଳଙ୍ଗ ଶାଗକୁ ସତେଜ ଓ ଆକର୍ଷଣୀୟ କରିବା ପାଇଁ ବ୍ୟବହାର ହେଉଛି କେମିକାଲ ରଙ୍ଗ। ସେହି ଅପମିଶ୍ରଣ ଶାଗ କୁ…