Month: September 2023

ପୋଖରୀରୁ ଯୁବକଙ୍କ ମୃତଦେହ ହେଲା ଉଦ୍ଧାର।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କୁସୁମାଟି ପୋଖରୀରୁ ଆଜି ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜଟଣୀ ପୁଲିସ। ମୃତ ଯୁବକ ହେଉଛନ୍ତି, କୁସୁମାଟି ପୋଖରୀ ସାହିର ଜ୍ୟୋତିପ୍ରକାଶ ରାଉତରାୟ। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଜଟଣୀ ପୁଲିସ ମୃତଦେହକୁ ଜବତ…

ଗଣେଷ ପୂଜା ଆଗରୁ ଫୁ୍ଡ଼୍ ସେଫ୍ଟି ଅଧିକାରୀଙ୍କ ଚଢ଼ାଉ।

ବ୍ୟୁରୋ : ଖାଦ୍ୟକୁ ସୁସ୍ଵାଦ କରିବା ପାଇଁ ଖାଦ୍ୟ ଜିନିଷ ହେଉଥିଲା ଅପମିଶ୍ରଣ। ଖାଦ୍ୟକୁ ଆକର୍ଷଣ କରିବା ପାଇଁ ମିଶୁଥିଲା ରଙ୍ଗ। ଏଭଳି କିଛି ଅଭିଯୋଗ ପାଇ ଆଜି ଜଟଣୀର ୮ଟି ଦୋକାନରେ ଚଢ଼ାଉ କରିଛି ଫୁଡ଼୍ ସେଫ୍ଟି ବିଭାଗ। ଆଗକୁ…

ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ସନ୍ତୋଷ ଜେନା।

ବ୍ୟୁରୋ: ଜଟଣୀ ପୋୖର ପରିଷଦରର ବିଭିନ୍ନ ୱାର୍ଡରେ ଅନୁଷ୍ଠିତ ହେଉଥିବା ସାମାଜିକ କାର୍ଯ୍ୟରେ ଯୋଗଦେଇଥିଲେ, ବିଶିଷ୍ଠ ସମାଜସେବୀ ତଥା ପାଣ୍ଡଵ ଜେନା ଫାଉଣ୍ଡେସନ ଅଧକ୍ଷ ଡ଼. ସନ୍ତୋଷ ଜେନା । ଏହା ସହ ଜଟଣୀ ପୋୖର ପରିଷଦ ଅଧିନ ଗାନ୍ଧୀନଗର ଅଞ୍ଚଳର…

ମିଳିତ ଭାବେ ସେବା କାର୍ଯ୍ୟ କରିବେ ମୋ ପରିବାର ଓ ମହାବୀର ସେନା ।

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମୋ ପରିବାର ଓ ପୁରୀ ଜିଲ୍ଲା ପିପିଲିର ମହାବୀର ସେନାର ସଭ୍ୟମାନେ ଏବେ ମିଳିତ ଭାବେ ସେବା କାର୍ଯ୍ୟ କରିବେ। ମା”ଉତ୍ତରାୟଣୀ ପୀଠରୁ ମୋ ପରିବାରର ସଦସ୍ୟ ମାନେ ଏକାଠି ହୋଇ ବାଇକ ଶୋଭାଯାତ୍ରାରେ…

ଉପସଭାପତି ପଦରୁ ହଟିଲେ ସୌମ୍ୟ ରଞ୍ଜନ ।

ବ୍ୟୁରୋ : ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ, ଆଜି ବିଜେଡି ଦଳର ଉପସଭାପତି ପଦରୁ ହଟାଇଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୌମ୍ୟଙ୍କ ସମ୍ପାଦକୀୟ ଲେଖା ଓ ଗଣମାଧ୍ୟମରେ ବାଇଟ ରହିଥିଲା ଖୁବ ଚର୍ଚ୍ଚାରେ ।

ବାଛରା ପାହାଡ଼ ହେବ ସବୁଜ ସୁନ୍ଦର।

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ବାଛରା ଲଣ୍ଡା ପାହାଡ଼ ହେବ ଏବେ ସବୁଜ ସୁନ୍ଦର। ସବୁଜ ପାହାଡ଼ ପ୍ରକଳ୍ପ ଅଧୀନରେ ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ,…

ପରିବେଶ ସୁରକ୍ଷାର ବାର୍ତ୍ତା ଦେଲା ଶୋଭା।

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧିନ ବିଶ୍ଵନାଥପୁର ସ୍ଥିତ ମା’ ଦକ୍ଷିଣକାଳୀ ମନ୍ଦିର ପୀଠରେ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଶୋଭା’ ପକ୍ଷରୁ ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିପାଟଣା ଥାନାର ଏଏସ୍‌ଆଇ ରାକେଶ…

ଭତ୍ତା ରାଶି ବୃଦ୍ଧି କରିବାକୁ, ଦାବୀ କଲେ କଳାକାର।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପୋଡ଼ପଡା ଗୋପାଳଜୀ ମନ୍ଦିର ପରିସରରେ, ଉତ୍ତରାୟଣୀ ଆଞ୍ଚଳିକ ସଂକୀର୍ତ୍ତନ ପରିଷଦ ଜଟଣୀ ଓ ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘର ମିଳିତ ସହଯୋଗରେ ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର…

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ।

ବ୍ୟୁରୋ: ଜଟଣୀ ବ୍ଲକ ପଧାନସାହି ପଞ୍ଚାୟତ ଅଧିନ କୁହା କ୍ଷେତ୍ରପାଳି ସରକାରୀ ଉଚ୍ଚ ବିଦ୍ୟାଳୟର ଆଲୁମିନା କମିଟି ଆନୁକୂଲ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଫଳଗଛ ଚାରା ବଣ୍ଟନ କରଯାଇଛି। ବିଦ୍ୟାଳୟର ପୂରାତନ ଛାତ୍ର, ଆଲୁମିନା କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ…

ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ।

ବ୍ୟୁରୋ: ସ୍ଥାନୀୟ ବରପଦା ଗ୍ରାମ ନିକଟ ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି। ମହାନ ଶିକ୍ଷାବିତ, ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ…