Day: September 2, 2023

ବଜ୍ରାଘାତରେ ଚାଲିଗଲା ୭ଜଣ ଗାଇଙ୍କ ଜୀବନ।

ବ୍ୟୁରୋ: ଜଟଣୀ ବ୍ଳକ୍ ଅଧିନ ତରାବୋଇ ଗ୍ରାମରେ ବଜ୍ରାଘାତରେ ଚାଲିଯାଇଛି ୭ଜଣ ଗାଇଙ୍କ ଜୀବନ। ଏଭଳି ଶୋଚନୀୟ ମୃତ୍ୟୁକୁ ନେଇ ତରାବୋଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଗାଇ ମାନେ ଏକାଠି ହୋଇ ଚରୁଥିଲେ।…

ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବ୍ୟୁରୋ: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ, ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେପରଲୋକ ହୋଇଛି। ସ୍ବର୍ଗତ ପାତ୍ର ୨୪ ଡିସେମ୍ବର ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା। ସେ ଜଣେ ଓଡ଼ିଶା ରାଜନୀତିର ଟାଣୁଆ…

ବଜ୍ରାଘାତରେ ଚାଲିଗଲା ଚାଷୀଙ୍କ ଜୀବନ।

ବ୍ୟୁରୋ: ଜଟଣୀ ବ୍ଲକ ଅଧୀନ ପଞ୍ଚୁପଲି ପଞ୍ଚାୟତର ଜଣେ ଚାଷୀ ବିଲରେ ଧାନ ରୋଇବା ସମୟରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି । ଚାଷୀ ଜଣଙ୍କ ହେଉଛନ୍ତି ହୃଦାନନ୍ଦ ପାଇକରାୟ। ସୂଚନା ମୁତାବକ ହୃଦାନନ୍ଦଙ୍କ ସହ ୧୦ରୁ ଅଧିକ ଚାଷୀ, ଆଜି…

ଜଗା ବଳିଆ ଭାଇଙ୍କୁ ସୁକନ୍ୟା ପଠାଇଲେ ରାକ୍ଷୀ।

ବ୍ୟୁରୋ: ଅଙ୍କଲ ମହାଶୟ, ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ଅନତି ଦୂରରୁ ମୋର ଦୁଇ ଭାଇ ଜଗା ବଳିଆଙ୍କ ପାଖକୁ ସପ୍ରେମ ରାକ୍ଷୀ ପଠାଇଲି। ରକ୍ଷା ବନ୍ଧନ ଦିନ ମୋର ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଦେବେ ଏବଂ ପଠାଇଥିବା ଟଙ୍କାରେ…

ଗଠନ ହେଲା ଜଟଣୀ ବ୍ଲକ କଳା ସଂସ୍କୃତି ସଂଘ।

ବ୍ୟୁରୋ: ଲୁକାୟିତ ଲୋକକଳା ଓ ବିଲୁପ୍ତ ହେଇଯାଉଥିବା ଲୋକ କଳାକୁ ଉଦ୍ଧାର କରିବା ଲକ୍ଷ୍ୟରେ ଗଠନ ହୋଇଛି ଜଟଣୀ ବ୍ଲକ କଳା ସଂସ୍କୃତି ସଂଘ। ୯୧ଟି ମଣ୍ଡଳିକୁ ନେଇ ଏହି ସଂଘ ଗଠନ କରାଯାଇଛି। ପାଲା, ସଂକୀର୍ତ୍ତନ, ପଟା ଆଖଡା, ନଦିଆ…