Month: September 2023

ଏ ପାଣି ପୁରା ବିଶଲ୍ୟକରଣୀ, କମ୍ ଦାମରେ ଅନଲାଇନ୍ ରେ ମିଳୁଛି।

ଗୋଟେ ଆକଳନରୁ ଜଣା ଯାଇଛି ଯେ ସାରା ଭାରତରେ ପ୍ରତିଦିନ ମୁଣ୍ଡପିଛା ୧୩୫ରୁ ୧୫୦ ଲିଟର ପାଣି ଖର୍ଚ୍ଚ ହୁଏ। ସେଥିରୁ ୩ରୁ ୪ ଲିଟର ପିଇବା ଉପଯୋଗୀ ପାଣି । କିନ୍ତୁ ବିଶୁଦ୍ଧ ପାଣି ଭାବି ଆମେ ଯାହାକୁ ପିଉଛେ…

୬ ଜଣଙ୍କୁ ମିଳିଲା, ୭ମ ଯୁବ ସମ୍ମାନ

ବ୍ୟୁରୋ: ଜଟଣୀ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍ ପକ୍ଷରୁ ୭ମ ଯୁବ ସମ୍ମାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଉଦଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ…

ଦୁଇଟି ସ୍ୱର୍ଣ୍ଣ ପଦକ ପାଇଲେ ତନୁଶ୍ରୀ

ବ୍ୟୁରୋ : କେନ୍ଦ୍ରୀୟ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ପ୍ରିୟଦର୍ଶିନୀ, ଚତୁର୍ଥ ଖୋର୍ଦ୍ଧା ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଖୋର୍ଦ୍ଧା ରୋଡ ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ଇଣ୍ଡୋର ହଲରେ ଏସ.ଏମ.ଏସ ମାର୍ଷିଆଲ ଆର୍ଟ୍ସ ଏକାଡେମୀ ପକ୍ଷରୁ,…

କମ୍ ବଜେଟ୍ ରେ ବିଦେଶ ବୁଲନ୍ତୁ, ନୂଆ ଅଫର୍ ଆସିଛି।

ବୁଲାବୁଲି କରିବାକୁ କିଏ ଭଲ ନ ପାଏ ? ପାର୍ବଣ ଋତୁ ଆସିଲେ ଆରମ୍ଭ ହୋଇଯାଏ ପ୍ଲାନିଂ ସେ ଅନୁସାରେ ଆରମ୍ଭ ହୋଇଯାଏ କୁଆଡେ ଯିବେ, କିଏ କିଏ ଯିବେ ଆଉ ବଜେଟ୍ କଣ ରହିବ ? ଆରମ୍ଭ ହୋଇଯାଏ ଇଣ୍ଟରନେଟ୍…

କମଳା ଫୁଲ , ଡାଳଚିନି , ଗୋଲମରିଚରୁ ତିଆରି ହେଉଛି ପରଫ୍ୟୁମ୍

ପରଫୁମ୍ ବାସ୍ନା ପାଏଁ କେବଳ ଏ ନାଁ ହିଁ ଯଥେଷ୍ଟ। ସାରା ବିଶ୍ୱରେ ବିଭିନ୍ନ ବ୍ରାଣ୍ଡ ଆଉ ସୁଗନ୍ଧର ପରଫୁମ୍ ମିଳେ । ହେଲେ ଦି ବଡିସପ୍ ବ୍ରାଣ୍ଡର ପରଫୁମ୍ ସବୁଠାରୁ ନିଆରା । କାରଣ ଏହାର ସୁଗନ୍ଧି ଓ ମହକ…

ଜଟଣୀ ବିକାଶ ପରିଷଦ ପକ୍ଷରୁ ପ୍ରଭୁ ଗଜାନନଙ୍କୁ ପୂଜାର୍ଚ୍ଚନା।

ବ୍ୟୁରୋ: ଜଗତର କଲ୍ୟାଣ ପାଇଁ ଜଟଣୀର ସାମାଜିକ ଅନୁଷ୍ଠାନ, ଜଟଣୀ ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ, ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ସମସ୍ତ ମଣ୍ଡପ ବୁଲି ପୂଜାର୍ଚ୍ଚନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରଭୁ ଗଜାନନଙ୍କ…

ପରିବେଶର ଉପଯୋଗୀ ଗୋଦାବରୀ ଇଭିଥରେ ଚାର୍ଯକଲେ ଗଡିବ ୧୧0 କିମି

ଇଭି ବଜାରରେ ଏବେ ଇବ୍ଲୁ ରାଇନୋ ଇ ଲୋଡର ,ଖ୍ୟାତନାମା ଇଭି କମ୍ପାନୀ ଗୋଦାୱରୀ ଇଲେଟ୍ରି ମୋଟରସ୍ ର ନୂଆ ତିନି ଚକିଆ ମାଲ ପରିବହନ ଗାଡି ଇବ୍ଲୁ ରାଇନୋ ଇ ଲୋଡର ଏବେ ବଜାରରେ ଉପଲବ୍ଧ। ଏଥିରେ ୧୦.୨ kWH…

ସାଧନା ଆର୍ଟ ଆଣ୍ଡ କଲଚରରେ ବିଘ୍ନ ବିନାଶକଙ୍କ ପୂଜା

ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ସାଧନା ଆର୍ଟ ଆଣ୍ଡ କଲଚର ଅନୁଷ୍ଠାନ, ପୋଖରୀପୁଟ ଭୂବନେଶ୍ୱରରେ ଧୁମଧାମରେ ପାଳିତ ହୋଇଯାଇଛି। ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଗଜାନନ ଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପୂଜା କରିବା ସହ ପ୍ରଭୁଙ୍କ ଆଶ୍ରିବାଦ ଲାଭ କରିଥିଲେ।…

ବିଜେଡି ଦଳରୁ ବହିଷ୍କୃତ ହେଲେ ଦୁଇ ବିଧାୟକ।

ବ୍ୟୁରୋ: ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ।

ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଗୀତା ଜଣେ ସୁଲେଖିକା, ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା…