Day: August 25, 2023

ପଶ୍ଚିମବଙ୍ଗର ନିଶା ମାଫିଆ, ଖୋର୍ଦ୍ଧା ପୋଲିସ ପଞ୍ଜାରେ

ବ୍ୟୁରୋ: ଖୋର୍ଦ୍ଧା ପୋଲିସକୁ ମିଳିଲା ଆଉ ଏକ ବଡ଼ ସଫଳତା। ପଶ୍ଚିମବଙ୍ଗର ନିଶା ମାଫିଆକୁ ଖୋର୍ଦ୍ଧା ପୋଲିସ କଲା କବଜା। ସୂଚନା ଅନୁସାରେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଗୁରୁଜଙ୍ଗ ହଳଦିଆ ରାସ୍ତାରୁ ଦୁଇ ଜଣ ନିଶା…

ଖୋର୍ଦ୍ଧାରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା

ବ୍ୟୁରୋ: କୁକୁର ମୁହଁରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା। ପାରା ଟିକୁ କୁକୁର ଗୋଡେଇ କାମୁଡୁଥିବା ବେଳେ, ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ କୁହୁଡି ବଜାରରେ। ଲୋକମାନେ କୁକୁରଙ୍କ…

ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ଜଟଣୀ ବିଜେପି କର୍ମୀ

ବ୍ୟୁରୋ: ଚନ୍ଦ୍ରୟାନ- ୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଜଟଣୀ ବିଜେପି ନଗର ମଣ୍ଡଳ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଜଟଣୀ ସୀତାରାମ ଛକରେ ଜଟଣୀ ବିଜେପି ନଗର ମଣ୍ଡଳର ସଭାପତି ତିରୁପତି ଶତପଥୀଙ୍କ…