Day: August 16, 2023

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ବ୍ୟୁରୋ: 77ତମ ସ୍ୱାଧୀନତା ଦିବସ ଅବସରରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ, ମଦନପୁର ରାମମନ୍ଦିର କମିଟି ତରଫରୁ ଜୀବନ ଜ୍ୟୋତି ଆଶ୍ରମରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। କମିଟିର ମୁଖ୍ୟ ଜ୍ଞାନରଞ୍ଜନ ମାନସିଂ ଆଶ୍ରମରେ ପହଞ୍ଚି ପିଲାମାନଙ୍କ ସହ…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ବ୍ୟୁରୋ: ଜଟଣୀ ଥାନା ଅଧିନ କୁସୁମାଟି ଅଞ୍ଚଳର ୧୭ବର୍ଷୀୟ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଦ୍ୱାରା ଗିରଫ ହୋଇଛି ଅଭିଯୁକ୍ତ। ଅଭିଯୁକ୍ତ ଜଣଙ୍କ ହେଲେ ହରିରାଜପୁର ଅଞ୍ଚଳର ଜୀବନ ବିଶ୍ବାଳ ଓରଫ କାହ୍ନା (୨୦)।…

ସଙ୍ଗୀତ ମାଧ୍ୟମରେ ବୀର ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ୟୁରୋ: 77ତମ ସ୍ଵାଧିନତା ଦିବସ କଳା ଓ ସଂସ୍କୃତି ଭିତ୍ତିକ ସାଂସ୍କୃତିକ ଅନୁଷ୍ଠାନ “ସାଧନା ଆର୍ଟ ଆଣ୍ଡ କଲଚର” ପକ୍ଷରୁ ଭୁବନେଶ୍ୱର ପୋଖରୀପୁଟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ସାଧନା ଶିକ୍ଷା ଅନୁଷ୍ଠାନର ଚାରୁକଳା, ନୃତ୍ୟ, ସଂଗୀତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମାନେ…

ଜଟଣୀ ୟୁଥ ଫେଡେରେସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

ବ୍ୟୁରୋ: ଜଟଣୀର ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନର ସମସ୍ତ କର୍ମକର୍ତ୍ତାମାନେ ଜଟଣୀ ଥାନା ଛକ ଗଣେଶ ପେଣ୍ଡାଲ ଠାରେ ଏକାଠି ହୋଇ 77ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ ମୁଖ୍ୟ…

ପ୍ରଥମ ବାର୍ଷିକ ଉତ୍ସବ ପାଳିଲା, ଜଟଣୀ ବିକାଶ ପରିଷଦ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଛି। ଗତ ୨୦୨୨ ମସିହା ଅଗଷ୍ଟ ୧୫ତାରିଖ ଦିନ ଜଟଣୀବାସୀଙ୍କ ସମସ୍ୟା ବିରୋଧୀରେ ଲଢେଇ କରିବା ପାଇଁ ଜନ୍ମ ନେଇଥିଲା ଜଟଣୀ ବିକାଶ…

ଜଟଣୀ ପ୍ରେସ୍ କ୍ଲବରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ବ୍ୟୁରୋ: ଜଟଣୀ ପ୍ରେସ୍ କ୍ଲବ କାର୍ଯ୍ୟାଳୟ ପରିସରରେ ୭୭ ତମ ସ୍ୱାଧୀନତା ଦିବସ ମହା ଆନନ୍ଦରେ ପାଳିତ ହୋଇଯାଇଛି l ଏହି ପବିତ୍ର ଉତ୍ସବରେ ବରିଷ୍ଠ ସାମ୍ବାଦିକ, ନୋଟରୀ ପବ୍ଲିକ, ସମାଜସେବୀ ତଥା ବରିଷ୍ଠ ନାଗରିକ ସେବାସଙ୍ଘର ସଭାପତି ଅବନୀ କୁମାର…