Day: July 18, 2023

ତରାବୋଇରେ ଷ୍ଟେସନ ନିର୍ମାଣ ପାଇଁ, ଦାବୀ କଲା ଜଟଣୀ ବିଜେପି।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ତରାବୋଇ ଅଞ୍ଚଳରେ ରେଲୱେ ଷ୍ଟେସନ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁ ବର୍ଷ ଧରି ଦାବୀ କରିଆସୁଥିଲେ। ସ୍ଥାନୀୟ ଜନସାଧାରଣ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଷ୍ଟେସନ ନିର୍ମାଣ ପାଇଁ ଆଲୋଚନା କରିଥିଲେ।…

ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ।

ବ୍ୟୁରୋ : ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ। ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ମେମୁ ଟ୍ରେନ୍ , ହଟାତ ନୀଳଗିରି ରୋଡରେ, ଟ୍ରେନ ଟ୍ରାକ ବଦଳାଇ ହଟାତ ଲୁପ ଲାଇନରେ ପସିଯାଇଥିଲା ।…

NH-16ରେ ଭୁଶୁଡ଼ିଲା ବ୍ରିଜ, ନିମ୍ନ ମାନର କାମ ହୋଇଥିବା ଅଭିଯୋଗ।

ବ୍ୟୁରୋ: ଯାଜପୁର ରସୁଲପୁର ବ୍ଲକ ନିକଟ, ଜାତୀୟ ରାଜପଥ – ୧୬ରେ ଥିବା ବ୍ରିଜ ଭୁଶୁଡି ଯାଇଛି। ସୂଚନା ମୁତାବକ ୧୫ବର୍ଷ ତଳେ ଯାଜପୁର ରସୁଲପୁର ବ୍ଲକ ନିକଟରେ ଏହି ବ୍ରିଜ ନିର୍ମାଣ କରାଯାଇଥିଲା। ତେବେ ଆସି ସକାଳୁ ଏହି ବ୍ରିଜ…