Day: July 13, 2023

୧୫ ହଜାର ଟଙ୍କା ଲାଞ୍ଚ ନେଇ, ଧରା ପଡିଲେ ମହିଳା ଏଏସଆଇ।

ବ୍ୟୁରୋ : ଭୁବନେଶ୍ୱର ସହିଦନଗର ଥାନାର ମହିଳା ଏଏସଆଇ ମମତା ବସ୍ତିଆ, ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ମୁତାବକ ମମତା ଏକ ମାମଲାର ରଫାଦଫା ପାଇଁ, ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।…

ବିଜେଡିରେ ମିଶିଲେ ଜଟଣୀର ଦୁଇ ସ୍ୱାଧୀନ କାଉନସିଲର

ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସାନରେ ଅନୁପ୍ରାଣିତ ହୋଇ, ଜଟଣୀ ପୋୖର ପରିଷଦର ଦୁଇ ଜଣ କାଉନସିଲର ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ, ଜଟଣୀ ପୋୖର ପରିଷଦର, ୧୧ ନମ୍ବର…