Day: July 12, 2023

ରନିଙ୍ଗ କର୍ମଚାରୀଙ୍କ ଆମରଣ ଅନଶନ।

ଜଟଣୀ: ଖୋର୍ଦ୍ଧାରୋଡ ରେଳମଣ୍ଡଳ ଶ୍ରମିକ ୟୁନିଅନ ପକ୍ଷରୁ, ସଂଯୋଜକ ରଂଜିତ କୁମାର ଦାସଙ୍କ ନେତୃତ୍ୱରେ, ରେଲୱେ ରନିଙ୍ଗ କର୍ମଚାରୀମାନେ ଆମରଣ ଅନଶନ କରିଛନ୍ତି। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ କାର୍ଯ୍ୟଳୟ ସମ୍ମୁଖରେ ସକାଳ ୬ ଟାରୁ ସନ୍ଦ୍ୟା ୬ ଟା ପର୍ଯ୍ୟନ୍ତ କର୍ମଚାରୀ ମାନେ…

ବିଜେପିରେ ମିଶିଲେ ଶତାଧିକ କର୍ମୀ।

ନୟାଗଡ଼: ନୟାଗଡ଼ ରାଜବାଟୀଠାରେ ଶତାଧିକ ଅନ୍ୟ ଦଳର କର୍ମୀ, ବିଜେପି ଦଳରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶରେ ଅନୁପ୍ରାଣୀତ ହୋଇ ଅନ୍ୟ ଦଳ ଛାଡି, କର୍ମୀ ମାନେ ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ସେଠାରେ ଦଳୀୟ ପତାକା ବେକରେ ପକେଇବା…

ସାଇଶଙ୍କର ବସକୁ ଧକ୍କା ଦେଲା ଟ୍ରକ ।

ମୟୂରଭଞ୍ଜ: ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ବନଦୁର୍ଗା ଘାଟିରେ ଘଟିଛି ଦୁର୍ଘଟଣା। ଯାତ୍ରୀବାହି ବସ ସାଇଶଙ୍କରକୁ ଧକ୍କା ଦେଇଛି ବସ୍। ସାଇଶଙ୍କର ବସ୍ ଟି ଭୂବନେଶ୍ଵର ଅଭିମୁଖେ ଆସୁଥିବା ବେଳେ, ଏକ ଚାଉଳ ବୋଝେଇ ଟ୍ରକ ଗୋଡଭଙ୍ଗା ଘାଟି ଉପରେ,…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ।

ଜଟଣୀ : ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି। ଗଛ ଲଗେଇବା ଦ୍ୱାରା ଆମେ କିପରି ଆମ ପରିବେଶର ସୁରକ୍ଷା କରିପାରିବା। ବାୟୁମଣ୍ଡଳରେ ବଢୁଥିବା ତାପମାତ୍ରାକୁ ଗଛ ଲଗାଇ ଏହାକୁ କିପରି ନିୟନ୍ତ୍ରଣ କରିପାରିବା,…